କ’ଣ ମୁମ୍ବଇର ରାସ୍ତାରେ ପ୍ରସିଦ୍ଧ ଅଭିନେତା ସନି ଦେଓଲ ମଦ ନିଶାରେ ଚାଲୁଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ସନି ଦେଓଲଙ୍କ ଏକ ଭିଡିଓ ଭାଇରାଲ ହେବରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ପ୍ରସିଦ୍ଧ ଅଭିନେତା ସନି ଦେଓଲ ରାସ୍ତାରେ ଚାଲୁଛନ୍ତି। ସେହି ସମୟରେ ଜଣେ ଅଟୋରିକ୍ସା ଚାଳକ ତାଙ୍କୁ ନିଜ ଗାଡିରେ ବସାଇଲେ। ଦାବି କରା ଯାଉଛି ଯେ ଏହା ମୁମ୍ବଇର ଯୁହୁ ବିଚ୍ ଅଞ୍ଚଳର ଦୃଶ୍ୟ ଅଟେ ଯେଉଁଠାରେ ସନି ଦେଓଲ ମଦ ନିଶାରେ ରାସ୍ତାରେ ଚାଲୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। […]

Continue Reading

ପଞ୍ଜାବ ବିଜେପି ସାସଂଦ ଏବଂ ବଲିଉଡ଼ ସ୍ଟାର ସନି ଦେଓଲଙ୍କୁ କୃଷକ ମାନେ ମାଡ଼ମାରୁଛନ୍ତି ?

କୃଷକ ଆନ୍ଦୋଳକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ପ୍ରକାଶିତ ହେବା ସମୟରେ ଏହାକୁ ନେଇ କିଛି ଫେକ ପୋଷ୍ଟ ମଧ୍ୟ ଭାଇରାଲ ହେବାରେ ଲାଗିଛି। ସୋସିଆଲ ମିଡିଆରେ ଏହି ପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ କିଛି ପଞ୍ଜାବି ଲେକ ଜଣେ ବ୍ୟକ୍ତିକୁ ଧକା ଦେଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପଞ୍ଜାବ ବିଜେପି ସାସଂଦ ହିନ୍ଦି ଚଳଚିତ୍ର ତାରକା ସୋନି ଦେଓଲଙ୍କୁ  କୃଷକ ମାନଙ୍କ ବିରୋଧ। ଆମ ଅନୁସନ୍ଧାନରେ ଭାଇରାଲ […]

Continue Reading