ରାସ୍ତାରେ ସୋଇଥିବା ବ୍ୟକ୍ତିଙ୍କୁ ଏକ ସିଂହ ସୁଙ୍ଗୁଠିବା ଭିଡିଓ AI ମାଧ୍ୟମର ସୃଷ୍ଟି କରା ଯାଇଛି ଯାହାକୁ ସତ୍ୟ ଘଟଣା ଦାବି ସହିତ ସେୟାର କରା ଯାଉଛି।

ସୋସିଆଲ ମିଡିଆରେ ରୁମ ଟାଙ୍କୁରି ଉଠିବା ଏକ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଦୋକାନ ବାହାରେ ଜଣେ ବ୍ୟକ୍ତି ଶୋଇଥିବା ସମୟରେ ଗୋଟିଏ ସିଂହ ତାଙ୍କ ନିକଟ ଦେଇ ଯାଉଛି ଏବଂ କିଛି ସମୟ ପରେ ଆସି ତାଙ୍କୁ ସୁଙ୍ଘୁଛି, କିନ୍ତୁ ସେଇ ଲୋକ ଏହି ଘଟଣା ବିଷୟରେ ଅଜ୍ଞାନ୍ତ ହୋଇ ଶୋଇଛନ୍ତି।  ଦାବି କରା ଯାଉଛି ଯେ ଏହା ଏକ ସତ୍ୟ ଘଟଣା ଏବଂ ବ୍ୟକ୍ତି ଜଣକ ସିଂହ ଦ୍ଵାରା ଶିକାର […]

Continue Reading

ଗୁଜରାଟର ଏକ ସ୍ଥାନରେ ବୁଲୁଥିବା ସିଂହର ଭିଡିଓକୁ ଭୁବନେଶ୍ବରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାତ୍ରି ସମୟରେ ଗୋଟିଏ ପେଟ୍ରୋଲ ପମ୍ପରେ ସିଂହ ବୁଲୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ସିଂହ ଟି ପେଟ୍ରୋଲ ପମ୍ପ ପରିସର ଭିତରେ ବୁଲି ଚାଲିଯାଠିବା ସମୟରେ ଜେନ ବ୍ୟକ୍ତି ଏହି ଦୃଶ୍ୟକୁ ଶୁଟ୍ କରିଥିଲେ। ଦାବି କରା ଯାଉଛି ଯେ ଏହା ଭୁବନେଶ୍ବରର ଏକ ସ୍ଥାନର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭୁବନେଶ୍ବରର ମେଣ୍ଢାଶାଳର ଦୃଶ୍ୟ ନୁହେଁ […]

Continue Reading

ଭାଇରାଲ ଭିଡିଓ 2 ବର୍ଷ ପୁରୁଣା, ଯାଜପୁର ଜିଲ୍ଲାରେ ବର୍ତ୍ତମାନ ସିଂହ ଦେଖାଯିବା ଖବର ମିଥ୍ୟା।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ସିଂହ ଗର୍ଜନ କରୁଥିବାର ଦେଖାଯାଉଛି। ଏହା ସହ କିଛି ଲୋକ ସିଂହ ଉପରେ ଲାଇଟ ପକାଉଥିବାର ଦେଖାଯାଉଛି। ଭାଇରାଲ ଭିଡିଓ ସହିତ ଦାବି କରାଯାଉଛି ଯେ, ଯାଜପୁର ଜିଲ୍ଲା ସୁକିନ୍ଦା ବ୍ଲକ ସଂଶାଇଲୋ ନିକଟ ଢୋଲପଥର ରେଙ୍ଗାଲି ଡ୍ୟାମ ପାଖରେ ଗତ ଦୁଇଦିନ ତଳେ ସିଂହ ଦେଖାଯାଇଥିବାର ଏହା ଭିଡିଓ।  Khirod Chandra Nayak ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading