କ’ଣ ଉତ୍ତରପ୍ରଦେଶ ସରକାର ଦ୍ୱାରା ସ୍କୁଲ ଏବଂ ମଧ୍ୟାନଭୋଜନରେ ଏତେ ଉନ୍ନତି ହୋଇଛି ?

ସୋସିଆଲ ମିଡିଆରେ ଏକ ବିଦ୍ୟାଳୟର ଚିତ୍ରର ଏକ କୋଲାଜ ସେୟାର କରାଯାଉଛି ଯେଉଁଥିରେ ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ଏହି ବିଦ୍ୟାଳୟ ନିର୍ମାଣ କରିଛନ୍ତି ବୋଲି ଦାବି କରାଯାଉଛି।   ଏହି ସ୍କୁଲ ଏତେ ସୁନ୍ଦର ହେବା ସହ ଏଠାରେ ମଧ୍ୟାନ ଭୋଜନ ଏତେ ଭଲ ଦିଆଯାଉଛି। ଚିତ୍ର ସେୟାର କରିବାବେଳେ ଉପଭୋକ୍ତାମାନେ ଲେଖୁଛନ୍ତି ଯେ ଯଦି ସ୍କୁଲ ଦିଲ୍ଲୀର ହୋଇଥାନ୍ତା, ତେବେ ଏହା ବିଦେଶୀ ଖବରକାଗଜରେ ଲେଖା ହୋଇଥାନ୍ତା। ରଞ୍ଜନ କୁମାର ସାହୁ ନାମକ ଜଣେ […]

Continue Reading

ଭାଇରାଲ ଭିଡିଓରେ ହରିୟାଣାରେ, ଜଣେ ବିଜେପି ନେତାଙ୍କ ଭଣଜା ସ୍କୁଲ ଯାଉଥିବା ଝିଅଙ୍କୁ କମେଣ୍ଟ ମାରି ହଇରାଣ କରୁଥିବାରୁ ଝିଅମାନେ ତାକୁ ସ୍କୁଲରେ ତାଲା ପକାଇ ବାଡ଼େଇଥିଲେ?

ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର ହେବାରେ ଲାଗିଛି। ଯେଉଁଥିରେ କିଛି ଝିଅ ପୁଅକୁ ଗୋଡ଼ାଇ ଗୋଡ଼ାଇ ପିଟୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ହରିୟାଣାର ଜଣେ ବିଜେପି ନେତାଙ୍କ ପୁଅ ସ୍କୁଲ ଜାଉଥିବା ଝିଅଙ୍କୁ ହଇରାଣ କରୁଥିବାରୁ ଝିଅମାନେ ତାକୁ ଗୋଡ଼ାଇ ଗୋଡ଼ାଇ ପାଟୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଉଥିବା ଦାବି ମିଥ୍ୟା ଅଟେ।  Litu Baisakh ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯଇଛି ଯେ, […]

Continue Reading

ତାମିଲନାଡୁର ଖ୍ରୀଷ୍ଟିଆନ ଶିକ୍ଷକ ରୁଦ୍ରାକ୍ଷ ପିନ୍ଧି ସ୍କୁଲ ଆସିଥିବା ହିନ୍ଦୁ ପିଲାକୁ ପିଟୁଛନ୍ତି ? ଜାଣନ୍ତୁ ସତ୍ୟତା ।

1 ସେପ୍ଟେମ୍ବର ତାମିଲନାଡୁରେ ନବମରୁ ଦ୍ୱାଦଶ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଖୋଲିଲା। ଏହାକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲହେବାରେ ଲାଗିଛି।  ଭିଡିଓରେ ଜଣେ ଛାତ୍ରଙ୍କୁ ଜଣେ ଶିକ୍ଷକ ଅତି ନିର୍ମମ ଭାବେ ମାଡ ମାରୁଛନ୍ତି। ଏହି ଭିଡିଓ ସେୟାର କରି ଦାବି କରାଯାଉଛି ଯେ, “ମାଡ ଦେଉଥିବା ଶିକ୍ଷକ ଜଣେ ଖ୍ରୀଷ୍ଟିଆନ ଏବଂ ଛାତ୍ରଟି ରୁଦ୍ରାକ୍ଷ ପିନ୍ଧିଥିବାରୁ ଶିକ୍ଷକ ତାକୁ ମାଡ ମାରିଛନ୍ତି। ଫ୍ୟାକ୍ଟ କ୍ରେସେଣ୍ଡୋ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ଭୁଲ […]

Continue Reading

ପାକିସ୍ତାନର ଏକ ଗୁଜରାତି ସ୍କୁଲ ନାଁ ବଦଳାଇ ମୁସ୍ଲିମ ନାମକରଣ କରାଗଲା ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ  ହେବାରେ ଲାଗିଛି। ଯେଉଁଥିରେ ଛୋଟ ବୋର୍ଡର ନାମ “ସେଥ୍ କୁଓଭରଜୀ ଖୀମଜୀ ଲୋହାନା ଗୁଜରାଟୀ ବିଦ୍ୟାଳୟ” ଥିବାବେଳେ ଅନ୍ୟ ଏକ ବୋର୍ଡରେ ଲେଖା ଅଛି “ମଲାଲା ୟୁସୁଫ୍ ଜାଇ ସରକାର, ବାଳିକା ମାଧ୍ୟମିକ ବିଦ୍ୟାଳୟ, ମିଶନ୍ ରୋଡ୍, କରାଚି ”। ପୋଷ୍ଟରେ ଦାବି କରାଯାଇଛି , ଏହିପରି ତେଜୋ ମହାଲୟ ତାଜମହଲ, ରାମ ମନ୍ଦିର ବାବ୍ରି, କାଶୀ ମନ୍ଦିର ଜିଆନଭାପୀ ହୋଇଗଲେ, ଏହିପରି ହଜାର ହଜାର କାହାଣୀ ଅଛି। ଆମ […]

Continue Reading