2012 ମସିହା ଆନ୍ଧ୍ରପ୍ରଦେଶ ଭିଡିଓକୁ ବର୍ତ୍ତମାନ ହାଇଦ୍ରାବାଦ ବନ୍ୟା ସ୍ଥିତି ଦାବିରେ ଭାଇରାଲ କରାଯାଉଛି।
ହାଇଦ୍ରାବାଦରେ ଲଗାଣ ବର୍ଷା ପାଇଁ ଜଳମଗ୍ନ ହୋଇଛି। ଏହାର ଭିଡିଓ ସୋସିଅଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଜାଗା ଜାଗାରେ ପାଣି ଭର୍ତ୍ତି ହେବାରେ ଲାଗିଛି। ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ରେଳ ବ୍ରିଜରେ ବନ୍ୟା ପାଣି ଭର୍ତ୍ତି ହେଉଥିବାର ଦେଖା ଯାଉଛି। ଭିଡିଓରେ ରେଳ ବ୍ରିଜ ଉପରେ ପ୍ରବଳ ମାତ୍ରାପେ ପାଣି ଆସୁଥିବାର ଦେଖାଯାଉଛି। ଏହାକୁ ହାଇଦ୍ରାବାଦ ରେଳ ବ୍ରିଜରେ ବନ୍ୟା ସ୍ଥିତି ବନିଥିବା ନେଇ ଭାଇରାଲ ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ବର୍ତ୍ତମାନର […]
Continue Reading