ପ୍ରଧାନମନ୍ତ୍ରୀ ମୋଦୀଙ୍କ ରେଲିରେ ଲୋକଙ୍କ ବିଶାଳ ଭିଡ଼ର ଫୋଟୋ ନକଲି ଅଟେ।
୨୦୨୪ ଲୋକସଭା ନିର୍ବାଚନ ଚାଲୁଥିବା ସମୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଫୋଟୋରେ ମୋଦୀଜି ଏକ ବିଶାଳ ଭିଡ଼ ସାମନା ରେ ବସିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ମୋଦୀଙ୍କୁ ଏତେ ଲୋକଙ୍କ ସମର୍ଥନ ଅଛି। ବିରୋଧୀ ଦଳର ପରିହାସ କରି କୁହା ଯାଇଛି ଯେ ମୋଦୀ ଇଭିଏମ୍ ହ୍ୟାକ୍ କରି ଏଭଳି କରିଛନ୍ତି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି […]
Continue Reading