କ’ଣ ଭିଡିଓରେ ଗୋଟିଏ ବିଲ୍ଦିଙ୍ଗ ଏବଂ ଦୁଇଟି ହେଲିକପ୍ଟର ଉପରେ ଆକ୍ରମଣ ହେଉଥିବା ଭିଡିଓ ସମ୍ପ୍ରତ୍ତି ସମୟରେ ଚାଲୁ ଥିବା ଇସ୍ରାଏଲ୍-ପାଲେଷ୍ଟାଇନ ଯୁଧ୍ୟର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ। 

ପାଲେଷ୍ଟାଇନ୍ ଦେଶର ଆତଙ୍କବାଦୀ ସଂଗଠନ ହମାସ୍ କିଛି ଦିନ ପୂର୍ବରୁ ଦକ୍ଷିଣ ଇସ୍ରାଏଲ୍ ରେ ଆକ୍ରମଣ କରି ଅନେକ ବାସିନ୍ଦା ଏବଂ ସୈନ୍ୟ ଯବାନଙ୍କ ହତ୍ୟା କରିଥିଲା। ସୂଚନା ଅନୁଯାୟୀ, ସେମାନେ ଇସ୍ରାଏଲର ମହିଳାଙ୍କ ଅପହରଣ କରି ତାଙ୍କୁ ଉଲଗ୍ନ କରି ନିର୍ଯାତନା ମଧ୍ୟ କରିଛନ୍ତି। ହମାସ୍ କିଛି ସମୟ ମଧ୍ୟରେ ଇସ୍ରାଏଲ୍ ଉପରେ ୫୦୦୦ ରୁ ଅଧିକ କ୍ଷେପଣାସ୍ତ୍ରରେ ଆକ୍ରମଣ କରିଥିଲା। ଏହାର ଜବାବରେ ଇସ୍ରାଏଲ୍ ଗାଯା ଉପରେ ଆକରଣ କରିଛି।  ଏହି ପ୍ରସଙ୍ଗରେ ସୋସିଆଲ […]

Continue Reading

କ’ଣ ଭାଇରାଲ ଫୋଟୋରେ ହେଲିକପ୍ଟର ଦୁର୍ଘଟଣା ଓଡ଼ିଶାରେ ଘଟିଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ହେଲିକପ୍ଟର ଦୁର୍ଘଟଣାର ଫୋଟୋ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ ଏହି ଦୁର୍ଘଟଣା ଓଡ଼ିଶାରେ ଘଟିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ହେଲିକପ୍ଟର ଦୁର୍ଘଟଣା ଦର୍ଶାଉଥିବା ଭାଇରାଲ ଫୋଟୋ ଓଡ଼ିଶାର ନୁହେଁ ବରଂ ତେଲେଙ୍ଗାନା ରାଜ୍ୟର ଅଟେ।  କ’ଣ ଦାବି କରା ଯାଇଛି ପୋଷ୍ଟରେ?  ଫୋଟୋ ସେୟାର କରି ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଦାବି କରୁଛନ୍ତି ଯେ ଏହି ଘଟଣା କେନ୍ଦୁଝର ଜିଲ୍ଲାର ଆନ୍ଦପୁର […]

Continue Reading

କ’ଣ ପୋଷ୍ଟ ହେଇଥିବା ଫୋଟୋ ନିକଟରେ କେଦାରନାଥର ହେଲିକପ୍ଟର ଦୁର୍ଘଟଣାକୁ ଦର୍ଶାଉଛି? ଜାଣନ୍ତୁ ସତ୍ୟ। 

ନିକଟରେ କିଛି ଯାନ୍ତ୍ରିକ ତ୍ରୁଟି ହେତୁ କେଦାରନାଥରେ ଏକ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଯେଉଁଥିରେ 7 ଜଣଙ୍କର ମୃତ୍ୟୁ ହୋଇଥିଲା। ତେବେ ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରର କିଛି ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଏହିପରି ଗୋଟିଏ ଫଟୋ ସେୟାର କରି ଦାବି କରା ଯାଉଛି ଯେ ଏହା ନିକଟରେ କେଦାରନାଥରେ ଦୁର୍ଘଟଣାଗ୍ରସ୍ତ ହେଇଥିବା ହେଲିକପ୍ଟରର ଫୋଟୋ ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଅନୁସନ୍ଧାନରୁ ଜାଣିବାକୁ ପାଇଲା ଯେ ଏହି ଫୋଟୋ ଅନେକ ବର୍ଷରୁ ଇଣ୍ଟର୍ନେଟରେ […]

Continue Reading

କ’ଣ ହିନ୍ଦୁ ନୂତନ ବର୍ଷ ଅବସରରେ ଯୋଗୀ ଆଦିତ୍ୟନାଥ ଲୋକଙ୍କ ଉପରେ ଫୁଲ ବର୍ଷାଇଥିଲେ ?

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି , ଯେଉଁଥିରେ ହେଲିକପ୍ଟରର ଲୋକମାନଙ୍କ ଉପରେ ଫୁଲ ବର୍ଷା କରାଯାଉଛି। ଯେଉଁଥିରେ ଦାବି କରାଯାଉଛି ଯେ, ଉତ୍ତରପ୍ରଦେଶରେ ହିନ୍ଦୁ ନବବର୍ଷ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହେଲିକପ୍ଟରରୁ ଲୋକଙ୍କ ଉପରେ ଫୁଲ ବର୍ଷା କଲେ। Santosh Behera ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଲେଖାଯାଇଛି ଯେ, ଯୋଗୀ ଜି ପାଳିଲେ ହିନ୍ଦୁ ନବବର୍ଷ #Jay_shree_ram । ଆମ ଅନୁସନ୍ଧାନ ପୂର୍ବରୁ […]

Continue Reading

କ’ଣ ଭିଡିଓରେ ତାଲିବାନ ଆତଙ୍କବାଦୀ ଏକ ମୃତ ଶରୀରକୁ ହେଲିକପ୍ଟରରେ ଝୁଲେଇ ପେଟ୍ରୋଲିଂ କରୁଛି? ଜାଣନ୍ତୁ ସତ୍ୟ।

ଆଫଗାନିସ୍ତାନରୁ ଆହୁରି ଏକ ଭିଡିଓ ସାମନାକୁ ଆସିଛି ଯେଉଁଥିରେ ଗୋଟିଏ ହେଲିକପ୍ଟରରୁ ଜଣେ ବ୍ୟକ୍ତି ଜ୍ଝୁଳୁଥିବା ଜଣା ପଡିଛନ୍ତି। ଏହି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆ ଏବଂ ଗଣମାଧ୍ୟମରେ ମଧ୍ୟ ସମବେଦନଶୀଲତା ସୃଷ୍ଟି କରିଛି। ଲୋକ ମାନଙ୍କ ସହିତ ଅନେକ ଗଣମାଧ୍ୟମରେ ଏହି ଭିଡିଓ ସେୟାର କରି ଦାବି କରା ଯାଇଛି ଯେ ଏହା ଆଫଗାନିସ୍ତାନ ଉପରେ ତାଲିବାନର ନିର୍ଦ୍ଦୟତାର ଏକ ଉଦାହରଣ ଦେଶାଉଛି।  ଫ୍ୟାକ୍ଟ କୃସେଣ୍ଡୋ ଭିଡିଓ ଯାଞ୍ଚ କରିଲା ପରେ ଜାଣିବାକୁ ପାଇଲା ଯେ […]

Continue Reading