ଅଖିଳେଶ ଯାଦବଙ୍କ ସହ ନୀତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡୁଙ୍କ ସାକ୍ଷାତର ଫୋଟୋ ପୁରୁଣା, ଲୋକସଭା ନିର୍ବାଚନ ସହ ସମ୍ପର୍କ ନାହିଁ।
୨୦୨୪ ସାଧାରଣ ନିର୍ବାଚନର ଫଳାଫଳ ୪ ଜୁନ୍ ରେ ଘୋଷିତ ହୋଇଥିଲା ଏବଂ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱାଧୀନ ଏନଡିଏ ୨୯୩ ଟି ସିଟ୍ ଜିତିଥିବାବେଳେ ବିରୋଧୀ INDI ମିଳିତ ମଞ୍ଚ ୨୩୨ ଟି ସିଟ୍ ଜିତିଥିଲା। କେନ୍ଦ୍ରରେ ସରକାର ଗଠନ ପାଇଁ INDI ମିଳିତ ମଞ୍ଚ ନିତୀଶ କୁମାର ଏବଂ ଚନ୍ଦ୍ରବାବୁ ନାଇଡ଼ୁଙ୍କର ସମର୍ଥନ ପାଇଁ ଚେଷ୍ଟା କରିଥିଲା। ଏହା ମଧ୍ୟରେ ସମାଜବାଦୀ ପାର୍ଟି (ସପା) ମୁଖ୍ୟ ଅଖିଳେଶ ଯାଦବ, ନିତୀଶ କୁମାର ଏବଂ ତେଲୁଗୁ ଦେଶମ […]
Continue Reading