କ’ଣ ଅରବିନ୍ଦ କେଜ୍ରିୱାଲ୍ ଗୁଜୁରାଟରେ ଯେଉଁ ଅଟୋ ଚାଳକଙ୍କ ଘରେ ଭୋଜନ କରିଥିଲେ ସେଠାରେ ମୋଦୀଜିଙ୍କ ଫୋଟୋ ଥିଲା? ଜାଣନ୍ତୁ ସତ୍ୟ। 

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁଜୁରାଟ ଗସ୍ତରେ ଯାଇଥିଲେ। ସେଠାରେ ଆୟୋଜିତ ଏକ ସଭାରେ ଜଣେ ଅଟୋ ଚାଳକ ତାଙ୍କ ନିଜ ଘରେ ଭୋଜନ କରିବାର ନିମନ୍ତ୍ରଣ ଦେଇ ଥିଲେ। ଏହାର ଉତ୍ତରରେ କେଜ୍ରିୱାଲ୍ ଏବଂ ଆପ୍ ଦଳର ଅନ୍ୟ ଦୁଇ ନେତା ସେହି ଅଟୋ ଚାଳକଙ୍କ ଘରେ ଯାଇ ଭୋଜନ କରିଥିଲେ।  ଏହି ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ କେଜ୍ରିୱାଲ୍ […]

Continue Reading