କ’ଣ ଏହା ମୁଖତାର୍ ଅନସାରୀଙ୍କର ଅନ୍ତିମ ସଂସ୍କାର ସମୟର ଭିଡିଓ ଅଟେ? ଜାଣନ୍ତୁ ସତ୍ୟତା।
ମାର୍ଚ୍ଚ ୩୦ ରେ କଡା ସୁରକ୍ଷା ମଧ୍ୟରେ ଗ୍ୟାଙ୍ଗଷ୍ଟର-ରାଜନେତା ମୁଖତାର୍ ଅନସାରୀଙ୍କର ଗାଜିପୁରରେ ଅନ୍ତିମ ସଂସ୍କାର କରାଯାଇଥିଲା। ମାର୍ଚ୍ଚ ୨୮ ରେ ଉତ୍ତରପ୍ରଦେଶର ବନ୍ଦା ଡାକ୍ତରଖାନାରେ ଅନସାରୀଙ୍କର ମୃତ୍ୟୁ ହୋଇଥିଲା। ଅନ୍ତିମ ସଂସ୍କାରରେ ଅନେକ ସମର୍ଥକ ଯୋଗ ଦେଇଥିଲେ। ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ବହୁ ସଂଖ୍ୟାରେ ଲୋକଙ୍କର ଏକ ଭିଡିଓ ଭାଇରାଲ ହେବାର ଲାଗିଛି। ଦାବି କରା ଯାଉଛି ଯେ ଲୋକଙ୍କ ଏହି ଭିଡ଼ ମୁଖତାର୍ ଅନସାରୀଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ଉତ୍ତରପ୍ରଦେଶର ଗାଜିପୁରରେ ଏକତ୍ର […]
Continue Reading