ଅନ୍ନା ହଜାରେ ବିଜେପି ସଦସ୍ୟତା ଗ୍ରହଣ କଲେ ?
ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେବାରେ ଲାଗିଛି , ଯେଉଁଥିରେ ଏଥିରେ ଆନ୍ନା ହଜାରେ ବିଜେପି ସଭାପତି ଜେପି ନାଡାଙ୍କ ସହ ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଆନ୍ନା ବିଜେପି ସଦସ୍ୟତା ଗ୍ରହଣ କରିଛନ୍ତି। ଆମ ଅନୁସନ୍ଧାନରେ ସ୍ପଷ୍ଟ ହେଲୁ ଯେ, ଆନ୍ନା ହାଜାରେଙ୍କ ଫଟୋ ଏଡିଟ୍ କରାଯାଇଛି। ବାସ୍ତବ ଫଟୋରେ ଅନ୍ନା ହଜାରେ ନୁହଁ ବରଂ ଜ୍ୟୋତିରାଦିତ୍ୟ ସ୍କିଣ୍ଡିଆ ଅଛନ୍ତି। 30 ଜାନୁଆରିରେ Naba Kishore Singh ନାମକ ଜଣେ ଫେସବୁକ ୟୁଜର […]
Continue Reading
