ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକ ପାକିସ୍ତାନର ଟେକ୍ନୋଲୋଜିକୁ ପ୍ରଶଂସା କରୁଥିବାର ଭିଡିଓ AI ଦ୍ୱାରା ପ୍ରସ୍ତୁତ।
ପୂର୍ବତନ ଭାରତୀୟ ସେନା ମୁଖ୍ୟ ଜେନେରାଲ ବେଦ ପ୍ରକାଶ ମଲିକଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ପାକିସ୍ତାନର ଟେକ୍ନୋଲୋଜିକୁ ପ୍ରଶଂସା କରୁଛନ୍ତି। ସେ କହୁଛନ୍ତି, “ଅପରେସନ୍ ସିନ୍ଦୁର ସମୟରେ ରେ ଆମେ ପରସ୍ପର ସୀମା ଭେଦିନଥିଲୁ। ଯେଉଁ ପ୍ରକାର ଟେକ୍ନୋଲୋଜି ଏବଂ ଅସ୍ତ୍ର-ଶସ୍ତ୍ର ଉନ୍ନତି ହେଇଛି ଦୁଇ ଦେଶରେ ତାହା ଆମେ ସୀମାରୁ ଦୂରରେ ଥାଇ ଆକ୍ରମଣ କରିବାରେ ସକ୍ଷମ ହେଇଛୁ। କିନ୍ତୁ ପାକିସ୍ତାନ ପାଖରେ ଭାରତ ଠାରୁ ଉନ୍ନତ ଟେକ୍ନୋଲୋଜି […]
Continue Reading
