କ’ଣ ଏହି ଭିଡିଓରେ ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ପ୍ରତିଶ୍ରୁତି ବିରୋଧରେ ଅମିତ ଶାହା କହୁଛନ୍ତି? ଜାଣନ୍ତୁ ସତ୍ୟତା

କେନ୍ଦ୍ର ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଅମିତ ଶାହ କହୁଛନ୍ତି, “ସେଥି ପାଇଁ ମୁଁ କହେ ଯେ ଏହି ଗ୍ୟାରେଣ୍ଟିର କୌଣସି ମୂଲ୍ୟ କିମ୍ବା ଅର୍ଥ ନାହିଁ। ସେମାନେ ଏହି ବିଷୟରେ କେବଳ ନିର୍ବାଚନ ପର୍ଯ୍ୟନ୍ତ ଚର୍ଚ୍ଚା କରିବେ ଆଉ ଭୁଲି ଯିବେ।“ କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ ଭାଇରାଲ କରା ଯାଉଛି। ମୂଳ ଭିଡିଓରେ ଅମିତ […]

Continue Reading

କ’ଣ ଅମିତ ଶାହ କହିଛନ୍ତି ଯେ ବିଜେପି କ୍ଷମତାକୁ ଆସିବା ପରେ ଏସସି, ଏସଟି ଏବଂଓବିସି ସଂରକ୍ଷଣକୁ ରଦ୍ଦ କରିବ? ଜାଣନ୍ତୁ ସତ୍ୟତା। 

ନିକଟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ଅମିତ ଶାହ କହୁଛନ୍ତି, “ଯଦି ପୁଣିଥରେ ବିଜେପି ସରକାର ଗଠନ ହୁଏ, ତେବେ ଆମେ ଅସାମ୍ବିଧାନିକ ଏସସି, ଏସଟି ଏବଂ ଓବିସି ସଂରକ୍ଷଣକୁ ରଦ୍ଦ କରିବୁ” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହା ଏକ ଏଡିଟେଡ୍ ଭିଡିଓ ଅଟେ। ଅମିତ ଶାହା ଏସସି, ଏସଟି ଏବଂ ଓବିସି ସଂରକ୍ଷଣ ବିଷୟରେ ନୁହେଁ, “ମୁସଲମାନମାନଙ୍କ ପାଇଁ ଅସାମ୍ବିଧାନିକ ସଂରକ୍ଷଣ” […]

Continue Reading

କ’ଣ ଏହି ଭିଡିଓରେ କେଜ୍ରିୱାଲ କହିଛନ୍ତି ଯେ ଯଦି ମୋଦୀ ଏବଂ ଅମିତ ଶାହ ଶାସନକୁ ଆସିଲେ ତେବେ ସେମାନେ ପାକିସ୍ତାନକୁ ନଷ୍ଟ କରି ଦେବେ? ଜାଣନ୍ତୁ ସତ୍ୟ। 

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣର ଏକ କ୍ଲିପ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ୨୦୧୯ ରେ ପୁଣି ଥରେ ନିର୍ବାଚନରେ ​​ଜିତିଲେ ପାକିସ୍ତାନ ନଷ୍ଟ ହୋଇଯିବ ବୋଲି କେଜ୍ରିୱାଲଙ୍କୁ କହୁଥିବା ଶୁଣିବାକୁ ମିଳିଛି। ସୋସିଆଲ ମିଡିଆରେ କିଛି ଉପଭୋକ୍ତା ଏହି କ୍ଲିପକୁ ସତ ବୋଲି ଭାବି ସେୟାର କରୁଛନ୍ତି। ଭିଡିଓରେ ଆମକୁ ଶୁଣିବାକୁ ମିଳିଲା ଯେ କେଜ୍ରିୱାଲ୍ କହୁଛନ୍ତି, “ମୁଁ ଯେତେ ଭାବୁଛି ମୋର ଦେହ ସେତେ ଶୀତେଇ […]

Continue Reading

କ’ଣ ପ୍ରକୃତରେ ଏହି ଫୋଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହ ମୁସ୍ଲିମ ଟୋପି ପିନ୍ଧିଛନ୍ତି? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେମାନେ ମୁସ୍ଲିମମାନଙ୍କର ଟୋପି ପିନ୍ଧିଛନ୍ତି। ସୋସିଆଲ ମିଡିଆ ବ୍ୟବହାରକାରୀ ମାନେ ଏହି ଫୋଟୋର ତୁଳନା କାମିୟା ଜାଣିଙ୍କ ବୁର୍ଖା ପିନ୍ଧିବା ସହିତ ତୁଳନା କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଫୋଟୋକୁ ବିଭ୍ରାନ୍ତକାରୀ ବୋଲି ପାଇଲା। ଅସଲି ଫୋଟୋ\କୁ ଏଡିଟ୍ମ କରି ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହଙ୍କୁ ମୁସ୍ଲିମ ଟୋପି ପିନ୍ଧିଥିବା ଦେଖା ଯାଇଛି।  କ’ଣ […]

Continue Reading

କ’ଣ ଏହି ଭିଡିଓରେ କେଜ୍ରିୱାଲ ପାକିସ୍ତାନ ସମର୍ଥନରେ ଭାଷଣ ଦେଉଛନ୍ତି? ଜାଣନ୍ତୁ ସତ୍ୟ।

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଭାଷଣର ଏକ କ୍ଲିପ ଭାଇରାଲ ହେବାରେ ଲାଗିଛି। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀ ଏବଂ ଅମିତ ଶାହା ପୁଣି ଥରେ ନିର୍ବାଚନରେ ​​ଜିତିଲେ ପାକିସ୍ତାନ ନଷ୍ଟ ହୋଇଯିବ ବୋଲି ଦର୍ଶାଯାଇଛି। ସୋସିଆଲ ମିଡିଆରେ କିଛି ଉପଭୋକ୍ତା ଏହି କ୍ଲିପକୁ ସତ ବୋଲି ଭାବି ସେୟାର କରୁଛନ୍ତି | ଭିଡିଓରେ ଆମକୁ ଶୁଣିବାକୁ ମିଳିଲା ଯେ କେଜ୍ରିୱାଲ୍ କହୁଛନ୍ତି, “ମୁଁ ଯେତେ ଭାବୁଛି ମୋର ଦେହ ସେତେ ଶୀତେଇ ପଡୁଛି। ଯଦି ଏ ମାନେ […]

Continue Reading

ଗରୀବଙ୍କ କଲ୍ୟାଣ ପାଇଁ ମୋଦୀ ଜୀ ୨୪ ଘଣ୍ଟା ଶୁଅନ୍ତି- ଅମିତ ଶାହ ?

ବଙ୍ଗଳାର ଷଷ୍ଠ ପର୍ଯ୍ୟାୟ ଅଭିଯାନ ପାଇଁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା 17 ଏପ୍ରିଲରେ ବଙ୍ଗଳା ପହଞ୍ଚିଥିଲେ। ଅମିତ ଶାହା ପ୍ରଥମେ ଅମଦଙ୍ଗା ଠାରେ ଏକ ରୋଡ୍ ସୋ ପ୍ରଦର୍ଶନ କରିଥିଲେ। ତା’ପରେ ନାଦିଆ ଜିଲ୍ଲାର ଛାପ୍ରା ଠାରେ ହୋଇଥିବା ସମାବେଶକୁ ସମ୍ବୋଧିତ କରିଥିଲେ। ସୋସିଆଲ ମିଡିଆରେ  ଏହି ସଭାର ଭିଡିଓ କ୍ଲିପ୍ ର ଏକ ଛୋଟ ଅଂଶ ସେୟାର କରି ମିଥ୍ୟା ପ୍ରଚାର କରାଯାଉଛି। ଭିଡିଓରେ ଅମିତ ଶାହ କହୁଥିବାର ଦେଖାଯାଉଛନ୍ତି ଯେ, ପ୍ରଧାନମନ୍ତ୍ରୀ ମୋଦୀ […]

Continue Reading

କ’ଣ ରାମ ମନ୍ଦିର ନେଇ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ମୁସଲିମ ବିରୋଧୀ ବୟାନ ଦେଇଛନ୍ତି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ପତ୍ରିକାର ଅଂଶ ଭାଇରାଲ ହେଉଛି। ଏହି ପତ୍ରିକାରେ ଅମିତ ଶାହ ଏବଂ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଫୋଟୋ ସହ ରାମ ମନ୍ଦିର ନେଇ ଏବଂ ମୁସ୍ଲିମ ଲୋକଙ୍କୁ ନେଇ ବ୍ବିବାଦୀୟ ବୟାନ ପ୍ରକାଶିତ ହେଇଛି। ଅମିତ ଶାହଙ୍କ ବିଷୟରେ କୁହା ଯାଇଅଛି ଯେ ସେ ବୟାନ ଦେଇଥିଲେ ଯେ ରାମ ମନ୍ଦିର କେବେ ମଧ୍ୟ ନିର୍ମାଣ ହେଇ ପାରିବ ନାହିଁ। ଏହା ସତେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ନେଇ କୁହା ଯାଇଅଛି ଯେ ସେ […]

Continue Reading