କ’ଣ ପୂର୍ବତନ କ୍ରିକେଟ୍ ଖେଳାଳି ଏବଂ ବିଜେପି ସାଂସଦ ଗୌତମ ଗମ୍ଭୀର ‘ଭାରତ ତେରେ ତୁକଡେ ହୋଙ୍ଗେ’ ନାରା ଦେଉଥିବା ଦର୍ଶକଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ?
ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ପୂର୍ବତନ ଭାରତୀୟ କ୍ରିକେଟର ତଥା ଲୋକସଭା ସାଂସଦ ଗୌତମ ଗମ୍ଭୀର ଦର୍ଶକଙ୍କ ଉପରେ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଦର୍ଶକମାନେ ତାଙ୍କୁ ଟ୍ରୋଲ କରୁଥିଲେ, ଯାହା ଗମ୍ଭୀରଙ୍କୁ ବିରକ୍ତ କରିଥିଲା। ଏହା ବିବାଦ ସୃଷ୍ଟି କରିଥିଲା। ଗମ୍ଭୀର କହିଛନ୍ତି ଯେ ଦର୍ଶକମାନେ ଭାରତ ବିରୋଧୀ ନାରା ଦେଉଥିଲେ ଏବଂ ତାଙ୍କ ଦେଶ ପ୍ରତି ଅସମ୍ମାନକୁ ସେ ସାହି ପାରିନଥିଲେ। ଏହି ଘଟଣାର ଗୋଟିଏ ଭିଡିଓ ପୋଷ୍ଟ କରା ଯାଉଛି ଯେଉଁଥିରେ […]
Continue Reading