ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ପୋଡ଼ିଯାଇଥିବା ଶିଶୁର ଶରୀର ଭାବରେ ପ୍ରାଚୀନ ମିଶରର ଏକ ଶିଶୁର ମମିର ଭିଡିଓ ସେୟାର କରାଯାଇଛି।

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବରେ ଲାଗିଛି ଯେଉଁଥିରେ ଏକ ଶିଶୁର ମମି ଦେଖିବାକୁ ମିଳିଛି। ଏହା ସହିତ ଭିଡିଓରେ କିଛି ଅନ୍ୟ ଶିଶୁ ମାନଙ୍କ ଫୋଟୋ ଦିଆଯାଇଛି। ଦାବି କରା ଯାଉଛି ଯେ ଫୋଟୋରେ ଥିବା ଶିଶୁ ମାନେ ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ ନିଜ ପ୍ରାଣ ହରାଇଛନ୍ତି ଏବଂ ଭିଡିଓରେ ଥିବା ଶରୀର ଟି ତାଙ୍କ ମଧ୍ୟ ଜଣଙ୍କର।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଅହମ୍ମଦାବାଦ ବିମାନ […]

Continue Reading

ଲେବାନନରେ ବିସ୍ଫୋରଣର ଭିଡିଓ କୁ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଶ୍ୟ ଭାବରେ ସେୟାର କରା ଯାଉଛି।

ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ବିମାନଟି ଏକ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଏବଂ ମେଡିକାଲ କଲେଜର ଅନେକ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏଥିରେ, ଏକ ବିଲଡିଙ୍ଗ ନିକଟରେ ଗାଡ଼ିଗୁଡ଼ିକ ପାର୍କିଂ ହେଇଥିବା ବେଳେ, ସେଠାରେ ବିସ୍ଫୋରଣ ହେଉଛି। ଭିଡିଓଟି ସେୟାର କରି ଦାବି କରାଯାଉଛି ଯେ ଏହି ଭିଡିଓଟି […]

Continue Reading

ଏହି ଭିଡିଓଟି ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ବିମାନ ପରିଚାରିକାଙ୍କର ନୁହେଁ, ଦାବିଟି ଭ୍ରାମକ। 

ନିକଟରେ, ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଭାରତ, ୟୁକେ, ପର୍ତ୍ତୁଗାଲ ଏବଂ କାନାଡାର ନାଗରିକଙ୍କ ସମେତ ୨୪୦ ରୁ ଅଧିକ ଲୋକ ଥିଲେ।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପରିଚାରିକା ନିଜ ଫୋନ୍ ରୁ ସହକର୍ମୀଙ୍କର ଭିଡିଓ ନେଉଛନ୍ତି। ଦାବି କରାଯାଉଛି ଯେ ଏହା ଏୟାର […]

Continue Reading

କ’ଣ ଅରବିନ୍ଦ କେଜ୍ରିୱାଲ୍ ଗୁଜୁରାଟରେ ଯେଉଁ ଅଟୋ ଚାଳକଙ୍କ ଘରେ ଭୋଜନ କରିଥିଲେ ସେଠାରେ ମୋଦୀଜିଙ୍କ ଫୋଟୋ ଥିଲା? ଜାଣନ୍ତୁ ସତ୍ୟ। 

ନିକଟରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଗୁଜୁରାଟ ଗସ୍ତରେ ଯାଇଥିଲେ। ସେଠାରେ ଆୟୋଜିତ ଏକ ସଭାରେ ଜଣେ ଅଟୋ ଚାଳକ ତାଙ୍କ ନିଜ ଘରେ ଭୋଜନ କରିବାର ନିମନ୍ତ୍ରଣ ଦେଇ ଥିଲେ। ଏହାର ଉତ୍ତରରେ କେଜ୍ରିୱାଲ୍ ଏବଂ ଆପ୍ ଦଳର ଅନ୍ୟ ଦୁଇ ନେତା ସେହି ଅଟୋ ଚାଳକଙ୍କ ଘରେ ଯାଇ ଭୋଜନ କରିଥିଲେ।  ଏହି ଘଟଣା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେବାରେ ଲାଗିଛି। ଫୋଟୋରେ ଦେଖିବାକୁ ମିଳିଛି ଯେ କେଜ୍ରିୱାଲ୍ […]

Continue Reading