କ’ଣ ଏହି ଭିଡିଓରେ ଇଡି ଗୁଜରାଟର ଆମ୍ ଆଦାମୀ ପାର୍ଟି ନେତା ଶେଖର ଅଗ୍ରୱାଲଙ୍କ ଘରେ ରେଡ୍ କରୁଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଅଧିକାରୀ ଏକ ସ୍ଥାନରେ ରେଡ୍ କରି ଅନେକ ନଗଦ ଜବତ କରିଛନ୍ତି ଏବଂ ସେମାନେ ଜବତ କରା ଯାଇଥିବା ନଗଦର ଗଣନା କରୁଛନ୍ତି। ଏହି ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ରେଡର ଏହି ଦୃଶ୍ୟ ଗୁଜୁରାଟ ଆମ୍ ଆଦମୀ ପାର୍ଟି ନେତା ଶେଖର ଅଗ୍ରୱାଲଙ୍କ ଘରର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

କ’ଣ ନ୍ୟୁୟର୍କ ଟାଇମ୍ସ ଦାବି କରିଛି ଯେ ଗୁଜୁରାଟରେ ଆମ୍ ଆଦାମି ପାର୍ଟି ବିଶ୍ଵର ସବୁଠାରୁ ବିଶାଳ ରେଲି ଆୟୋଜିତ କରିଥିଲା? ଜାଣନ୍ତୁ ସତ୍ୟ। 

ପଞ୍ଜାବରେ ନିର୍ବାଚନ ଜିତିବା ପରେ ଆମ୍ ଆଦାମି ପାର୍ଟି ନେତା ଅରବିନ୍ଦ କେଜ୍ରିୱାଲ ଏବଂ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ୍ ୨ ଏପ୍ରିଲ ୨୦୨୨ ରେ ଅହମଦାବାଦର ନିକୋଲରେ ଏକ ବିଶାଳ ରେଲି କରିଥିଲେ। ଏହି ପ୍ରସଙ୍ଗରେ ନ୍ୟୁୟର୍କ ଟାଇମ୍ସ ଦ୍ଵାରା ପ୍ରକାଶିତ ଏକ ଖବରର ସ୍କ୍ରିନଶଟ୍ ର ପ୍ରତିଛବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି ପ୍ରତିଛବିରେ ଏକ ବିଶାଳ ସମାବେଶର ଫୋଟୋ ସହିତ ଖବର ପ୍ରକାଶିତ କରା ଯାଇଛି ଯେ ଆମ୍ ଆଦାମି ପାର୍ଟି […]

Continue Reading

ପଞ୍ଜାବ ନିର୍ବାଚନ ଜିତିବା ପରେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗବନ୍ତ ମାନଙ୍କୁ ମଦ ନିଶା ଅବସ୍ଥାରେ ଦେଖିବାକୁ ମିଳିଥିବା ଦାବି ମିଥ୍ୟା ଅଟେ।

ପଞ୍ଜାବରେ ଅନୁଷ୍ଠିତ ବିଧାନସଭା ନିର୍ବାଚନର ଫଳାଫଳରେ ଆମ୍ ଆଦମ୍ୟ ପାର୍ଟି ସର୍ବାଧିକସଂଖ୍ୟକ ସିଟ୍ ପାଇଛି ଯେଉଁଥିପାଇଁ ଭଗବନ୍ତ ସିଂ ମାନ୍ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ପ୍ରତିଦ୍ଵନ୍ଦୀ ଅଟନ୍ତି। ଏହି ପ୍ରସଙ୍ଗରେ ତାଙ୍କର ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ସେ ମଦ ନିଶାରେ ଥିବା ଦେଖା ଯାଉଛନ୍ତି। ଭିଡିଓକୁ ଏପରି ସେଯାର କରା ଯାଇଛି ଯେଉଁଥିରେ ପ୍ରତୀତ ହେଉଛି ଯେ ଏହା ସମ୍ପ୍ରତି ସମୟର ଭିଡିଓ ଅଟେ।  ପୋଷ୍ଟରେ କୁହା ଯାଇଛି ଯେ, “ମଦ […]

Continue Reading