ଇରାନରେ ବସ୍ ଦୁର୍ଘଟଣାରେ ମୃତ ପାକିସ୍ତାନୀ ନାଗରିକଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

କିଛି ଦିନ ଧରି ଚାଲିଥିବା ତୀବ୍ର ଯୁଦ୍ଧ ପରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଦୋହାରେ ଶାନ୍ତି ଆଲୋଚନା କରିଥିଲେ। ହିଂସା ବନ୍ଦ କରିବା ପାଇଁ ଉଭୟ ଦେଶ ତୁରନ୍ତ ରାଜି ହୋଇଥିଲେ। ଆଫଗାନିସ୍ତାନ ପ୍ରତିଶ୍ରୁତି ଦେଇଛି ଯେ ସେ ନିଜ ମାଟିରେ ଥିବା ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବ ନାହିଁ, ଯେତେବେଳେ ପାକିସ୍ତାନ ଆଫଗାନିସ୍ତାନକୁ ତାଗିଦ କରିଥିଲା ​​ଯେ ସେ ନିଜ ଅଞ୍ଚଳରୁ କାର୍ଯ୍ୟ କରୁଥିବା କଥିତ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବ।  ଏହି […]

Continue Reading

ରାଜସ୍ଥାନରେ ଏକ ବିମାନ ଦୁର୍ଘଟଣା ଭିଡିଓକୁ ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ କରିବା ଦାବି ସହିତ ଭାଇରାଲ ହେଉଛି। 

ଆଫଘାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ବର୍ତ୍ତମାନ ଯୁଧ୍ୟ ଚାଲିଛି। ପାକିସ୍ତାନ ଆଫଘାନିସ୍ତାନର ୨୦୦ ଯବାନ ମାରିଥିବା ଦାବି କରିଥିବା ସମୟରେ ଆଫଘାନିସତନ ପାକିସ୍ତାନର ୫୮ ଯବାନ ମାରିଥିବା ଦାବି କରିଛି।  ଏହି ପ୍ରସଙ୍ଗରେ ଏକ ବିମାନ ଦୁର୍ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଦେଖିବାକୁ ମିଳିଛି ଯେ ରାତ୍ରି ସମୟରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବାରୁ ସେଥିରେ ନିଆଁ ଲାଗିଛି। ଦାବି କରା ଯାଉଛି ଯେ ଏହା ଆଫଘାନିସ୍ତାନ ଦ୍ଵାରା ପାକିସ୍ତାନ ଯୁଧ୍ୟ ବିମାନ ନଷ୍ଟ […]

Continue Reading

ଟି-୨୦ ବିଶ୍ଵକପ୍ ରେ ଆଫଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରିବା ପରେ ତାଲିବାନ ମାନେ ଖୁଶିରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟତା। 

ଟି-୨୦ ବିଶ୍ଵକପ୍ ପ୍ରତିଯୋଗୀତାରେ ଆଫଘାନିସ୍ତାନ ଅଷ୍ଟ୍ରେଲିଆକୁ ପରାସ୍ତ କରି ପ୍ରଥମ ଥର ପାଇଁ ସେମି ଫାଇନାଲ୍ ରେ ପ୍ରବେଶ କରିଥିଲା। ଏହା ଅଷ୍ଟ୍ରେଲିଆ ପାଇଁ ଏକ ବିଶାଳ ଝଟକା ହେଇଥିବା ବେଳେ ଆଫଘାନିସ୍ତାନ ଲୋକଙ୍କ ପାଇଁ ଏକ ଖୁସିର ସମୟ ଥିଲା। ତାଲିବାନ ସରକାର ମଧ୍ୟ ଆଫଘାନିସ୍ତାନ ଖେଳାଳିଙ୍କୁ ଅଭିନନ୍ଦନ ଜଣାଇଥିଲା।  ଏହି ପ୍ରସଙ୍ଗରେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ କିଛି ଲୋକେ ବନ୍ଧୁକ ଧରି ନାଚୁଛନ୍ତି। ଦାବି କରା […]

Continue Reading