କ’ଣ ଆମ୍ବୁଲାନ୍ସରେ ହନୁମାନଙ୍କର ଫୋଟୋ ଥିବାରୁ କେରଲର ଜଣେ ମୁସଲିମ ଦମ୍ପତି ସେଥିରେ ବସିବା ପାଇଁ ଅସ୍ଵୀକାର କରିଛନ୍ତି? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଏକ ଆମ୍ବୁଲାନ୍ସ ଚିଡ଼ା ହୋଇଥିବା ଜଣା ପଡୁଛି। ଏହା ସହିତ ତାହା ଆଖପାଖରେ କିଛି ସ୍ୱାସ୍ଥ୍ୟକର୍ମୀ ମଧ୍ୟ ଅଛନ୍ତି। ଏହି ଫୋଟୋ ସେଯାର କରି ଦାବି କରା ଯାଉଛି ଯେ ଫୋଟୋଟି କେରଳର ଅଟେ ଯେଉଁଠାରେ ଏକ ମୁସଲିମ ଦମ୍ପତି ଆମ୍ବୁଲାନ୍ସରେ ବସିବା ପାଇଁ ଅସ୍ଵୀକାର କରିଥିଲେ କାରଣ ଆମ୍ବୁଲାନ୍ସର କାଚରେ ହନୁମାନଙ୍କର ଷ୍ଟିକର ଲାଗିଥିଲା। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ […]
Continue Reading