୨୦୧୮ ମସିହାରେ ଭାରତ-ବାଂଲାଦେଶ ସୀମାରେ ଆୟୋଜିତ ଏକ ମେଳାର ଭିଡିଓକୁ ସମ୍ପ୍ରତ୍ତି ସମୟରେ ବାଂଲାଦେଶୀ ମାନେ ଭରତକୁ ପଶିବାକୁ ଚେଷ୍ଟା କରୁଥିବା ଦାବି ସହିତ ଭାଇରାଲ କରା ଯାଉଛି। 

ବାଂଲାଦେଶରେ ଅଶାନ୍ତି ମଧ୍ୟରେ ହିଂସା ଓ ଲୁଟ୍ ହେବାର ଖବର ସାମନାକୁ ଆସିଛି। ସେଠାରେ ରହୁଥିବା ସଂଖ୍ୟାଲଘୁ ହିନ୍ଦୁମାନଙ୍କୁ ମଧ୍ୟ ଟାର୍ଗେଟ କରାଯାଉଛି। ସମ୍ପ୍ରତି ଘଟଣାକୁ ଦୃଷ୍ଟିରେ ରଖି ସେଠାରେ ରହୁଥିବା ଅନେକ ଲୋକେ ସୀମା ପାର କରି ଭାରତକୁ ପଶିବାକୁ ଚେଷ୍ଟା କରୁଛନ୍ତି।  ଏହି ପ୍ରସଙ୍ଗରେ, ସୀମା ରେ ଉଭୟ ପାର୍ଶ୍ୱରେ ଲୋକଙ୍କ ଭିଡ଼ ଜମା ହୋଇଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ସମ୍ପ୍ରତି ଘଟଣା ଭାବରେ ଏହାକୁ ବିଭିନ୍ନ ସାମାଜିକ ପ୍ଲାଟଫର୍ମରେ ସେୟାର […]

Continue Reading

ଆସାମର ଏକ ବିଦ୍ୟାଳୟରେ ଅଜାନ ପଢୁଥିବା ଏହି ଭିଡିଓକୁ ଝାରଖଣ୍ଡର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି। 

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ବିଦ୍ୟାଳୟରେ କିଛି ଛାତ୍ରଛାତ୍ରୀ ମାନେ ଅଜାନ ପଢୁଥିବା ଦେଖିବାକୁ ମିଳିଛି। ଭିଡିଓ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ଘଟଣା ଝାରଖଣ୍ଡ ରାଜ୍ୟର ଅଟେ।  ଭିଡିଓରେ କୁହା ଯାଇଛି ଯେ ଝାରଖଣ୍ଡର ଏକ ଗାଁରେ ମୁସଲିମ ଜନସଂଖ୍ୟା ୭୫% ହେଇଥିବା କାରଣରୁ ସେଠିକାର ବିଦ୍ୟାଳୟ ଗୁଡ଼ିକରେ ହିନ୍ଦୁ ଛାତ୍ରଛାତ୍ରୀ ମାନଙ୍କୁ ଜବରଦସ୍ତି ଅଜାନ ପଢାଇବା ପାଇଁ କୁହା ଯାଉଛି। ଦେଶରେ ଇସ୍ଲାମିକ ରାଜ୍ୟ […]

Continue Reading

ବନ୍ୟା ପାଣିରେ ଭାସିଜାଉଥିବା ଛୁଆଙ୍କୁ ଜଣେ ଯୁବକ ବଞ୍ଚାଇବାର ଏହି ଖବର ଆସାମର ନୁହେଁ।

ସୋସିଆଲ ମିଡିଆରେ ଏକ ପୋଷ୍ଟର ସେୟାର କରାଯାଇ ଦାବି କରାଯାଇଛି ଯେ, ଆସାମର ବାତ୍ୟାରେ ଜଣେ ଜୁବକ ଦୁଇ ଜଣ ଛୁଆକୁ ବଞ୍ଚାଉଥିବାର ଦେଖାଯାଉଛି। ପୋଷଟ ସହିତ ଦାବି କରାଯାଇଛି ଯେ, ଭାଇରାଲ ଭିଡିଓ ଆସାମ ବତ୍ୟାର ଅଟେ।  Sharechatରେ ଭାଇରାଲ ପୋଷ୍ଟ ସେୟାର କରାୟାଇ ଦାବି କରାଯାଇଛି ଯେ, ଆସାମର ବନ୍ୟାରେ ଦୁଇଟି ପିଲା ଭାସିଯାଉଥିବା ବେଳେ ଜଣେ ଯୁବକ ତାଙ୍କୁ ବଞ୍ଚାଇଛନ୍ତି। ଆମ ଅନୁସନ୍ଧାନ ପୂର୍ୂରୁ ପୋଷ୍ଟକୁ ଅନେକ ସେୟାର କରାଯାଇଛି। ତଳେ ଲିଙ୍କ […]

Continue Reading

ଇଣ୍ଡୋନେସିଆରେ ବ୍ରିଜ ଭୁଶୁଡ଼ିବା ଭିଡିଓକୁ ଆସାମର କହି ଭାଇରାଲ କରା ଯାଉହୋଇଛି ।

ଆସାମରେ ପ୍ରବଳ ବନ୍ୟାରେ 4 ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇଛନ୍ତି, ମୌସୁମୀ ପୂର୍ବ ବର୍ଷା ଯୋଗୁଁ ପରିସ୍ଥିତି ଆହୁରି ଖରାପ ହୋଇପାରେ ବୋଲି ଅଧିକାରୀମାନେ ଚେତାବନୀ ଦେଇଛନ୍ତି। ଏହା ମଧ୍ୟରେ ବର୍ଷା ହେତୁ ଆସାମରେ ଏକ ବ୍ରିଜ ଭୁଶୁଡ଼ି ପଡ଼ିଥିବାର ଭିଡିଓରେ ସୋସିଆଲ ମିଡିଆରେ ଏକ ବ୍ରିଜ ଭୁଶୁଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ରୁପରେ ଭାଇରାଲ ହେଉଛି।  ଭାଇରାଲ ଭିଡିଓ ଆମକୁ ହ୍ୱାଟ୍ସ ଆପରେ ସେୟାର କରାଯାଇ ଲେଖା ଯାଇଛି ଯେ, ଲଗାତାର […]

Continue Reading

କ’ଣ ଫୋଟୋରେ ଥିବା ବ୍ୟକ୍ତି ଆସାମର କଂଗ୍ରେସ ନେତା ଅମଜାଦ ଅଲ୍ଲୀ ଯାହାକୁ ଆସାମ ପୋଲିସ ବନ୍ଧୁକ ଏବଂ ବୋମା ସହିତ ଗିରଫ କରିଛି? ଜାଣନ୍ତୁ ସତ୍ୟ।

ସୋସିଆଲ ମିଡିଆରେ ଏକ ପୋଷ୍ଟ ଭାଇରାଲ ହେଉଛି ଯେଉଁଥିରେ ଦୁଇଟି ଫୋଟୋ ଅଛି। ପ୍ରଥମ ଫୋଟୋରେ ଆପଣ ଦେଖି ପାରିବେ ଯେ କିଛି ପୋଲିସ ଅଧିକାରୀ ଜଣେ ଉସଲମାନ ବ୍ୟକ୍ତିଙ୍କୁ ଗିରଫ କରିଛନ୍ତି ଏବଂ ଦ୍ଵିତୀୟ ଫୋଟୋରେ କିଛି ଫଳ ବସ୍ତା ସହିତ ବୋମା ଏବଂ ବନ୍ଧୁକ ଗୋଳି ଅଛି। ପୋଷ୍ଟ ଦାବି ଅନୁଯାୟୀ ବୋମା ଏବଂ ଗୋଳି ସହିତ ଗ୍ରାଫ ହେଇଥିବା ବ୍ୟକ୍ତି ଆସାମ କଂଗ୍ରେସ ଦଳ ନେତା ଅମଜାଦ ଅଲ୍ଲୀ ଅଟନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ପ୍ରିୟାଙ୍କା ଗାନ୍ଧୀଙ୍କ ଅସଲି ଭିଡିଓକୁ କ୍ଲିପ୍ କରି ଭୁଲ ପ୍ରସଙ୍ଗ ସହିତ ଭାଇରାଲ କରା ଯାଇଅଛି। ପୁରା ସତ୍ୟତା ଜାଣନ୍ତୁ।

ମିଥ୍ୟା ଦାବି ସହିତ ରାଜନେତାଙ୍କ କ୍ଲିପ୍ ଭିଡିଓ ପ୍ରାୟତ ଇଣ୍ଟର୍ନେଟ୍ ରେ ଭାଇରାଲ ହୋଇଥିବା ମିଳେ। ବର୍ତ୍ତମାନ ସମୟରେ ପ୍ରିୟାଙ୍କା ଗାନ୍ଧୀଙ୍କ ଆସାମର ଲଖ୍ମିପୁର ଅଞ୍ଚଳ ଗ୍ରସ୍ତ ସମୟର ଗୋଟିଏ ଭିଡିଓ କ୍ଲିପ୍ ଭାଇରାଲ ହେଇ ଚର୍ଚାର ବିଷୟ ପାଲଟିଛି ଯେଉଁଥିରେ ସେ ତାଙ୍କ ଭାଇ ରାହୁଲ ଗାନ୍ଧୀଙ୍କ ନିର୍ବାଚନ ରଣନୀତି ପ୍ରକାଶ କରୁଛନ୍ତି।  ଫେକ୍ଟ କୃସେଣ୍ଡୋ ଏହି ପୋଷ୍ଟର ଦାବିକୁ ମିଥ୍ୟା ବୋଲି ପାଇଲା।  କ’ଣ ଦାବି ଏହି ପୋଷ୍ଟର? ଏହି ଭିଡିଓରେ ପ୍ରିୟାଙ୍କା ଗାନ୍ଧୀ […]

Continue Reading

ଆସାମରେ ଦଳିତ ରିକ୍ସାବାଲାର ରିକ୍ସା ଭାଙ୍ଗୀ ଦିଆଯିବା ଦାବିରେ ଭାଇରାଲ ହେଉଥିବା ଫଟୋ ବାଙ୍ଗଲାଦେଶର ଅଟେ ।

ଦେଶରେ ଦଳିତମାନଙ୍କୁ ନେଇ ଚାଲିଥିବା ବିବାଦ କୁ ସୋସିଆଲ ମିଡିଆରେ ଆଲୋଚନା ଏବଂ ଚର୍ଚ୍ଚା କରାଯାଉଛି। ଏହାକୁ ନେଇ ଅଲଗା ଅଲଗା ଫଟୋ ଏବଂ ଭିଡିଓ ଭିନ୍ନ ଭିନ୍ନ ଦାବିରେ ଭାଇରାଲ କରାଯାଉଛି। ଏହା ପରି କିଛି ଫଟୋ ସାମ୍ନାକୁ ଆସିଛି। ଯେଉଁଥିରେ ଏକ ବ୍ୟକ୍ତି କାନ୍ଦୁଥିବାର ଦେଖା ଯାଉଛି। ଏବଂ ଅନ୍ୟ ଏକ ଫଟୋରେ ବ୍ୟକ୍ତିର ଫଛରେ ରିକ୍ସାକୁ ଭାଙ୍ଗି ଟ୍ରକରେ ପକାଯାଉଥିବାର ଦେଖା ଯାଇଛି। ଫଟୋ ସହ ଦାବି କରାଯାଉଛି ଯେ, ଆସାମରେ ଜଣେ […]

Continue Reading