କ’ଣ ବିରୋଧୀ ରାଜନୀତି ଦଳର INDIA ମିଳିତତା ବୈଠକରେ ସାମ୍ବାଦିକଙ୍କୁ ବୟକଟ୍ କରିବା ନିଷ୍ପତ୍ତି ପରେ ଅଞ୍ଜନା କଶ୍ୟପ ସାମ୍ବାଦିକମାନଙ୍କୁ ସମାଲୋଚନା କରୁଛନ୍ତି? ଜାଣନ୍ତୁ ସତ୍ୟ।
ନିକଟରେ ପ୍ରମୁଖ ବିରୋଧୀ ଦଳର ‘ଇଣ୍ଡିଆ’ ମିଳିତ ମଞ୍ଚ ୧୪ ଟିଭି ସାମ୍ବାଦିକଙ୍କ କାର୍ଯ୍ୟକ୍ରମରେ ଯୋଗ ନ ଦେବାକୁ ନିଷ୍ପତ୍ତି ନେଇଛି ଏବଂ ସେମାନଙ୍କୁ ବୟକଟ୍ କରିଛି। ଏହି ପ୍ରସଙ୍ଗରେ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଆଜ୍ ତକ୍ (ହିନ୍ଦୀ) ଚ୍ୟାନାଲର ପରିଚାଳନା ସମ୍ପାଦକ ଅଞ୍ଜନା ଓମ କଶ୍ୟପ କହିଛନ୍ତି ଯେ ସାମ୍ବାଦିକମାନେ ସେମାନଙ୍କର ଅନୈତିକ ଆଚରଣ ଯୋଗୁଁ ସମାଜ ପାଇଁ ଅପୂରଣୀୟ କ୍ଷତି କରିଛନ୍ତି। ଦାବି କରା ଯାଉଛି ଯେ ବିରୋଧୀ ଦଳର […]
Continue Reading