ଇରାନରେ ବସ୍ ଦୁର୍ଘଟଣାରେ ମୃତ ପାକିସ୍ତାନୀ ନାଗରିକଙ୍କ ଭିଡିଓକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

କିଛି ଦିନ ଧରି ଚାଲିଥିବା ତୀବ୍ର ଯୁଦ୍ଧ ପରେ ଆଫଗାନିସ୍ତାନ ଏବଂ ପାକିସ୍ତାନ ଦୋହାରେ ଶାନ୍ତି ଆଲୋଚନା କରିଥିଲେ। ହିଂସା ବନ୍ଦ କରିବା ପାଇଁ ଉଭୟ ଦେଶ ତୁରନ୍ତ ରାଜି ହୋଇଥିଲେ। ଆଫଗାନିସ୍ତାନ ପ୍ରତିଶ୍ରୁତି ଦେଇଛି ଯେ ସେ ନିଜ ମାଟିରେ ଥିବା ସଶସ୍ତ୍ର ଗୋଷ୍ଠୀଗୁଡ଼ିକୁ ପାକିସ୍ତାନ ଉପରେ ଆକ୍ରମଣ କରିବାକୁ ଦେବ ନାହିଁ, ଯେତେବେଳେ ପାକିସ୍ତାନ ଆଫଗାନିସ୍ତାନକୁ ତାଗିଦ କରିଥିଲା ​​ଯେ ସେ ନିଜ ଅଞ୍ଚଳରୁ କାର୍ଯ୍ୟ କରୁଥିବା କଥିତ ଆତଙ୍କବାଦୀମାନଙ୍କୁ ନିୟନ୍ତ୍ରଣ କରିବ।  ଏହି […]

Continue Reading

ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିବାରୁ ଜଣେ ଇରାନୀ ଯୁବକଙ୍କୁ ତାଙ୍କ ଝିଅ ସାମ୍ନାରେ ଫାଶି ଦିଆଯାଉଛି? ଜାଣନ୍ତୁ ସତ୍ୟତା।

ନିକଟରେ ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହୋଇଛି ଯେଉଁଥିରେ ଦାବି କରାଯାଇଛି ଯେ ଜଣେ ବ୍ୟକ୍ତି ସୋସିଆଲ ମିଡିଆରେ ଇରାନ ସରକାରଙ୍କ ବିରୋଧରେ ପୋଷ୍ଟ କରିଥିବାରୁ ତାଙ୍କୁ ନିଜ ଝିଅ ସାମନାରେ ଫାଶୀ ଦିଆ ଯାଇଛି। ଏହି ଫଟୋଟି ଦୁଇଟି ଫଟୋର ଏକ କୋଲାଜ୍, ଗୋଟିଏ ଫଟୋରେ ଜଣେ ବ୍ୟକ୍ତି ବେକରେ ଫାଶୀ ଲଗାଇ ହସୁଥିବା ଦେଖାଯାଉଛି ଏବଂ ଅନ୍ୟ ଫଟୋରେ ଗୋଟିଏ ଛୋଟ ଝିଅ ଠିଆ ହୋଇଥିବା ଦେଖାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ […]

Continue Reading

କ’ଣ ଜଣେ ଇରାନୀ ଯୁବକ ମକ୍କା ଧର୍ମପୀଠରେ ଦୁଧ ଢାଳି କହୁଛି ଯେ ତାଙ୍କର ପୂର୍ବଜ ହିନ୍ଦୁ ଥିଲେ? ଜାଣନ୍ତୁ ସତ୍ୟ। 

ସୋସିଆଲ ମିଡିଆରେ ବର୍ତ୍ତମାନ ଗୋଟିଏ ଭିଡିଓ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓ ମୁସଲମାନ ମାନଙ୍କ ଧର୍ମପୀଠ ମକ୍କାର ଅଟେ। ଭିଡିଓରେ ଦେଖିବାକୁ ମିଳିଛିଜେ ଲୋକଙ୍କ ଏକ ବିଶାଳ ସମାଗମ ମକ୍କା ପରିଦର୍ଶନ କରୁଥିବା ସମୟରେ ଜଣେ ବ୍ୟକ୍ତି ସେଠାରେ କିଛି ଢାଳିଛନ୍ତି। ଏହା ପରେ ଲୋକେ ତାଙ୍କୁ ଅଟକାଇବା ସହିତ ପୋଲିସ ମଧ୍ୟ ହସ୍ତକ୍ଷେପ କରୁଛି।  ଦାବି ଅନୁଯାୟୀ ଭିଡିଓରେ ଥିବା ବ୍ୟକ୍ତି ଜଣେ ଇରାନୀ ଯୁବକ ଯେ ମକ୍କାରେ ଦୁଧ ଢାଳି କହୁଛି ଯେ […]

Continue Reading