ଉଜ୍ଜେନର ଗାଫୁର ବସ୍ତି ଲୋକମାନେ ପାକିସ୍ତାନ ଜିନ୍ଦାବାଦ ସ୍ଲୋଗାନ ଦେଇଥିବାରୁ ଶିବରାଜ ସରକାର ସେମାନଙ୍କର ବସ୍ତିକୁ ଭାଙ୍ଗିଦେଉଛନ୍ତି ?

ସୋସିଆଲ ମିଡିଆରେ ଉଜ୍ଜେନରେ କିଛିଲୋକ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଉଥିବାର ଏକ ଭିଡିଓ ଭାଇରାଲ ହୋଇଥିଲା।  ସେହି ଭିଡିଓ ସହିତ ଲିଙ୍କ୍ କରି ବର୍ତ୍ତମାନ ଏକ ଭିଡିଓ ଭାଇରାଲ୍ ହେଉଛି, ଯେଉଁଥିରେ ଅନେକ ପୋଲିସ୍ ଠିଆ ହୋଇ ଜେସିବି ସାହାଯ୍ୟରେ ଏକ ବସ୍ତି ଭାଙ୍ଗିଥିବାର ଦେଖାଯାଉଛି।  ଭିଡିଓ ସହ ଦାବି କରାଯାଉଛି ଯେ, ଉଜ୍ଜେନର ଗାଫୋର ବସ୍ତିର ଲୋକମାନେ ପାକିସ୍ତାନ ଜିନ୍ଦବାଦର ସ୍ଲୋଗାନ ଦେଇଥିବାରୁ ଶିବରାଜ ସରକାର ଜେସିବି ସାହାର୍ଯ୍ୟରେ ସେମାନଙ୍କର ବସ୍ତିକୁ ସମ୍ପୂର୍ଣ୍ଣ ଭାବେ ଭାଙ୍ଗି […]

Continue Reading

2019 କର୍ଣ୍ଣାଟକ ଭିଡିଓକୁ ଉଜ୍ଜେନର ମସଜିଦଠାରେ ପାକିସ୍ତାନ ଜିନ୍ଦାବାଦ କହିଥିବା ଲୋକଙ୍କୁ ହିନ୍ଦୁବାମାନେ ବିରୋଧ କରିଥିବା ଦାବିରେ ଭାଇରାଲ।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ କିଛି ଲୋକ ପାକିସ୍ତାନକୁ ନିନ୍ଦାକରୁଥିବାର ଦେଖାଯାଉଛନ୍ତି। ଭିଡିଓରେ ସଂଖ୍ୟାଧିକ ଲୋକଙ୍କ ଭିଡ଼ ଲାଗିଥିବାର ଦେଖାଯାଉଛି। ପୋଷ୍ଟରେ ଦାବି କରାଯାଇଛି ଯେ, ଉଜ୍ଜୟିନୀ ସହର ସ୍ଥିତ ଏକ ମସଜିଦ ନିକଟରେ କିଛି ଦେଶଦ୍ରୋହୀ ପାକିସ୍ତାନ ଜିନ୍ଦାବାଦ ନାରା ଦେଇଥିଲେ। ଏହାକୁ ବିରୋଧ କରି ଶହ ଶହ ହିନ୍ଦୁ ଠିକ ସେଇ ମସଜିଦ ନିକଟରେ ଏକତ୍ରିତ ହୋଇଥିଲେ ଏବଂ ତାହାର ଜବାବ ଦେଇଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ […]

Continue Reading

ଉଜ୍ଜେନର ମସଜିଦ ଯେଉଁଠାରେ ରାମଙ୍କ ଭକ୍ତଙ୍କ ଉପରେ ପଥର ମାଡ଼ ହୋଇଥିଲା, ସେଠାରେ ହିନ୍ଦୁମାନେ ବଡ଼ ରାଲି କରିଛନ୍ତି ?

ଗତ କିଛି ଦିନ ତଳେ ଉଜେନର ମସଜିଦ ପାଖରେ ହିନ୍ଦୁ ଲୋକମାନଙ୍କୁ ଫରଥ ଫିଙ୍ଗା ଯାଇଥିବାରଲ ଖବର ଚାର୍ଚ୍ଚାରେଥିଲା ବେଳେ ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲିଗିଛି। 0.24 ସେକେଣ୍ଟର ଏହି ଭାଇରାଲ ଭିଡିଓରେ ଅନେକ ରାମ ଭକ୍ତ ରାଲି କରୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଉଜ୍ଜେନର ଯେଉଁଠାରେ ଗତ କିଛି ଦିନ ତଳେ ରାମ ଭକ୍ତମାନଙ୍କୁ ଫଥରମରାଯାଇଥିଲା। ସେଠାରେ କାଲି ହିନ୍ଦୁ ଭାଇମାନେ ଏକ ବିସାଳ ରାଲି କରି ହିନ୍ଦୁତ୍ୱ ଦେଖାଇଦେଲେ। […]

Continue Reading