କ’ଣ ପୋଲିସ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଥିବା ଛାତ୍ରମାନଙ୍କୁ ନିର୍ଦ୍ଦୟ ଭାବରେ ମାଡ଼ ମାରିଛି?
ଛାତ୍ରମାନେ RRB-NTPC ପରୀକ୍ଷା ପାଇଁ ପ୍ରଦର୍ଶନ କରୁଛନ୍ତି। ଏହି ସମୟରେ ସୋସିଆଲ ମିଡିଆରେ କିଛି ଫଟୋ ଭାଇରାଲ ହେବାରେ ଲାଗିଛି। ଏହି ଭାଇରାଲ ଫଟୋ ଜରିଆରେ ଦାବି କରାଯାଇଛି ଯେ ଉତ୍ତରପ୍ରଦେଶରେ ପୋଲିସ ଦ୍ୱାରା ଛାତ୍ରମାନେ ଗୁରୁତର ଆହତ ହୋଇଛନ୍ତି। ଭାଇରାଲ ଫଟୋରେ ଜଣେ ଯୁବକ ତାଙ୍କ ପିଠିରେ ଅନେକ ଆଘାତ ଚିହ୍ନ ଥିବା ଶଯ୍ୟା ଉପରେ ପଡ଼ିଛି। ଏହି ଛଡ଼ା ଅନ୍ୟ ଫଟୋରେ ମଧଅୟ ଆହତ ହୋଇଥିବାର ଦେଖାଯାଉଛନ୍ତି। ପୋଷ୍ଟର ସତ୍ୟତା ଜାଣିବା ପାଇଁ ଆମେ […]
Continue Reading