ଜଣେ ୟୁକ୍ରେନ୍ ସୈନିକର ପୁରୁଣା ଫୋଟୋକୁ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀଙ୍କର ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି।
ଆକ୍ରମଣକାରୀ ରାଇଫଲ୍ ହାତରେ ଧରିଥିବା ଜଣେ ମହିଳାଙ୍କ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓ ସହିତ ଦାବି କରା ଯାଇଛି ଯେ ଏହି ମହିଳା ହେଉଛନ୍ତି ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ। କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ପାଇଲା ଯେ ଏହା ଏକ ପୁରୁଣା ଫୋଟୋ ଅଟେ ଏବଂ ଏହି ମହିଳା ସୈନିକ ୟୁକ୍ରେନ୍ ଉପରାଷ୍ଟ୍ରପତିଙ୍କ ପତ୍ନୀ ହେଇଥିବା ଦାବି ମିଥ୍ୟା ଅଟେ। କ’ଣ ଦାବି କରା ଯାଇଛି? ୨୭ ଫେବୃଆରିରେ ଓଏନଏଖବର ନାମକ ଫେସବୁକ […]
Continue Reading