ଫିଫା ବିଶ୍ଵ କପ୍ ୨୦୨୨ ରେ ଦର୍ଶକଙ୍କ ପାଇଁ ଉପହାର ବ୍ୟାଗରେ ବିଜେପି ବିରୋଧୀ ସ୍ଲୋଗାନଗୁଡ଼ିକ ଛପା ଯାଇଛି କି? ଜାଣନ୍ତୁ ସତ୍ୟ।

କାତାର ଦେଶରେ ଫିଫା ବିଶ୍ଵ କପ୍ ୨୦୨୨ ଫୁଟବଲ ଖେଳ ଆୟୋଜିତ କରା ଯାଇଛି। କାତାର ଖେଳ ଦେଖିବାକୁ ଆସିଥିବା ଦର୍ଶକଙ୍କ ପାଇଁ ଉପହାର ଦେଇଛି। ଷ୍ଟାଡିୟମରେ ସମସ୍ତ ସିଟ୍ ରେ ଦର୍ଶକଙ୍କ ପାଇଁ ଉପହାର ରଖା ଯାଇଥିଲା। ସେଥିରେ ଫୁଟବଲ୍, ବୋତଲ, ଅତର ପରି ଅନେକ ଜିନିଷ ଥିଲା।  ଏହା ମଧ୍ୟରେ ସୋସିଆଲ ମିଡିଆରେ ସେହି ଉପହାର ବ୍ୟାଗର ଗୋଟିଏ ଫୋଟୋ ଭାଇରାଲ ହେଉଛି। ଭାଇରାଲ ଫୋଟୋରେ ଉପହାର ବ୍ୟାଗରେ ବିଜେପି ବିରୋଧୀ ସ୍ଲୋଗାନଗୁଡ଼ିକ ଛପା […]

Continue Reading

କ’ଣ ଏହି ବ୍ୟକ୍ତି ତାଙ୍କ ସମସ୍ତ ଦାନ୍ତ ବାହାର କରି ନିଜ ଗର୍ଲଫ୍ରେଣ୍ଡ ପାଇଁ ଏକ ଦାନ୍ତ ହାର ତିଆରି କରି ଉପହାର ଦେଇଥିଲେ ?

ସୋସିଆଲ ମିଡିଆ ପ୍ଲାଟଫର୍ମରେ ଏକ ଫଟୋ ସେୟାର କରି ଦାବି କରାଯାଉଛି ଯେ ଜଣେ ଇଜିପ୍ଟୀୟ ବ୍ୟକ୍ତି ତାଙ୍କ ପ୍ରେମିକାଙ୍କୁ ତାଙ୍କ ପ୍ରତି ଥିବା ପ୍ରେମକୁ ଏକ ଅନନ୍ୟ ଉପାୟରେ ଉପହାର ଦେବା ପାଇଁ ତାଙ୍କର ସମସ୍ତ ଦାନ୍ତ ବାହାର କରି ହାର ବନାଇ ଦେଇଥିଲେ। ଭାଇରାଲ ଫୋଟୋରେ ଜଣେ ବ୍ୟକ୍ତି ଦେଖା ଯାଉଛନ୍ତି। ଯେଉଁଥିରେ ତାଙ୍କ ଦାନ୍ତ ନାହିଁ। ଅନ୍ୟ ପଟେ ଦାନ୍ତର ହାର ଦେଖିବାକୁ ମିଳୁଛି। Mu Odia ନାମକ ଜଣେ ଫେସବୁକ ୟୁଜର […]

Continue Reading