କ’ଣ ପୋଷ୍ଟରେ ଥିବା ବ୍ୟକ୍ତି ରାହୁଲ ଗାନ୍ଧୀଙ୍କର ସମ୍ପର୍କୀୟ? କ’ଣ ସେ ଇଟାଲୀର ସଂସଦରେ ଲଙ୍ଗଳା ହେଇ ବିରୋଧ ପ୍ରଦର୍ଶନ କରୁଛନ୍ତି? ଜାଣନ୍ତୁ ସତ୍ୟ।
ବର୍ତମାନ ସୋସିଆଲ ମିଡିଆରେ ଗୋଟିଏ ଫୋଟୋ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ଫୋଟୋରେ ଜଣେ ବ୍ୟକ୍ତି ବସ୍ତରହୀନ ଅବସ୍ତାରେ ଗୋଟିଏ ସାକ୍ଷାତରେ ଛିଡ଼ଦା ହେଇଛନ୍ତି। ଏହି ଫୋଟୋନେଇ ସୋସିଆଲ ମିଡିଆରେ ଅନେକ ପ୍ରକାର ଦାବି ହେଇଥିବା ସାମନାକୁ ଆସିଛି। ଫେକ୍ଟ କୃସେଣ୍ଡୋ ଏହି ଦାବିର ଅନୁସନ୍ଧାନକରି ଏହା କୁ ମିଥ୍ୟାବୋଲି ପାଇଲା। କ’ଣ ଏହି ପୋଷ୍ଟର ଦାବି ? ୧୫ ଅକ୍ଟୋବରରେ ଜଣେ ଫେସବୁକ ୟୁଜର ଗୋଟିଏ ଫୋଟୋ ପୋଷ୍ଟ କରି ଦାବି କରିଛନ୍ତି ଯେ […]
Continue Reading