ବାରାକ ଓବାମାଙ୍କ ତାଙ୍କ ଭାଣିଜୀଙ୍କ ସହ ଫଟୋକୁ ମିଥ୍ୟା ଦାବି ସହିତ ସେୟାର କରା ଯାଉଛି। 

ଏପଷ୍ଟିନ୍ ଫାଇଲ୍ସ ଚର୍ଚ୍ଚାରେ ଆସିବା ପରେ ବିଶ୍ଵର ଅନେକ ବଡ଼ ଲୋକ ଏବଂ ନେତା ମାନଙ୍କର ନାମ ସେଥିରେ ସାମନାକୁ ଆସିଛି। ଏହି ପ୍ରସଙ୍ଗରେ ବର୍ତ୍ତମାନ, ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରାକ ଓବାମାଙ୍କ ଏକ ନାବାଳିକା ଝିଅ ଏବଂ ଏକ କାର୍ଡବୋର୍ଡ ବାକ୍ସ ଭିତରେ ବନ୍ଧା ହୋଇଥିବା ଏକ ନାବାଳିକା ଝିଅର କୋଲାଜ୍ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବାରାକ ଓବାମାଙ୍କ ଫଟୋକୁ ସେୟାର କରି ଯୁଆଯର ମାନେ ତାହାକୁ ଏପଷ୍ଟିନ୍ ଫାଇଲ୍ସ ସହିତ ସମ୍ପର୍କ […]

Continue Reading

ଆମେରିକାରେ ପ୍ରତିବାଦର ଏକ ପୁରୁଣା ଭିଡିଓକୁ ଏପଷ୍ଟିନ୍ ଫାଇଲ୍ ପ୍ରକାଶ ପାଇବା ପର ଘଟଣା ଦାବି ସହିତ ସେୟାର କରା ଯାଉଛି। 

ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି ଯେଉଁଥିରେ ଲୋକଙ୍କର ଏକ ବିଶାଳ ଭିଡ଼ ପ୍ରତିବାଦ କରୁଥିବା ନଜର ଆସୁଛନ୍ତି। ଦାବି କରା ଯାଉଛି ଯେ ଏପଷ୍ଟିନ୍ ଫାଇଲ୍ସ ପ୍ରକାଶ ପାଇବା ପରେ ଆମେରିକାର ଲୋକମାନେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୁଦ୍ଧରେ ପ୍ରତିବାଦ କରୁଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ବିଭ୍ରାଟକାରୀ ବୋଲି ଜାଣିବାକୁ ପାଇଲା। ଏହା ଏକ ପୁରୁଣା ଭିଡିଓ ଯାହାର ଏପଷ୍ଟିନ୍ ଫାଇଲ୍ସ ସହିତ କୌଣସି ସମ୍ପର୍କ ନାହିଁ।  କ’ଣ […]

Continue Reading