କ’ଣ ଭାଇରାଲ ଫୋଟୋରେ ଶାହରୁଖ ଖାନ ପ୍ରକୃତରେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଛନ୍ତି? ଜାଣନ୍ତୁ ସତ୍ୟ।
ସୋସିଆଲ ମିଡିଆରେ ଶାହରୁଖ ଖାନଙ୍କ ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ସେ ଏମଆଇଏମ ପାର୍ଟିକୁ ଭୋଟ୍ ଦେବା ସମର୍ଥନର ଏକ ସାର୍ଟ ପିନ୍ଧିଥିବା ଦେଖିବାକୁ ମିଳିଛି। ପୋଷ୍ଟ ସହିତ ଦାବି କରା ଯାଇଛି ଯେ ଶାହରୁଖ ଖାନ ଏମଆଇଏମ ନେତା ଓୱେଶୀଙ୍କୁ ସମର୍ଥନ କରୁଛନ୍ତି। ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। କ’ଣ ଦାବି ଏହି ପୋଷ୍ଟର? କୈଳାଶ ଗୁପ୍ତା ନାମକ ଜଣେ ଫେସବୁକ ବ୍ୟବହାରକାରୀ ଶାହରୁଖ ଖାନଙ୍କ ଏକ ଫୋଟୋ ପୋଷ୍ଟ […]
Continue Reading