ଏସିଆ କପ୍ ଫାଇନାଲରେ ଭାରତଠାରୁ ହାରିବା ପରେ ପାକିସ୍ତାନୀ ପ୍ରଶଂସକଙ୍କ ପ୍ରତିକ୍ରିୟା ଦର୍ଶାଉଥିବା ପୁରୁଣା ଭିଡିଓ ଭାଇରାଲ ହେଉଛି।

ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଅନୁଷ୍ଠିତ ଏସିଆ କପ୍ ଫାଇନାଲରେ ଭାରତ ପାକିସ୍ତାନକୁ ପାଞ୍ଚ ୱିକେଟରେ ପରାସ୍ତ କରିଥିଲା। କିନ୍ତୁ ଭାରତୀୟ ଖେଳାଳିମାନେ ଏସିଆ କ୍ରିକେଟ ପରିଷଦର ଅଧ୍ୟକ୍ଷ ମୋହସିନ ନକଭିଙ୍କ ଠାରୁ ବିଜେତା ଟ୍ରଫି ଗ୍ରହଣ କରିବାକୁ ମନା କରିଦେଇଥିଲେ, ଯିଏ ପାକିସ୍ତାନ କ୍ରିକେଟ ବୋର୍ଡର ଅଧ୍ୟକ୍ଷ ଏବଂ ସେଠିକାର ଜଣେ ମନ୍ତ୍ରୀ। ବିଜୟ ପରେ, ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ପାକିସ୍ତାନୀ ପ୍ରଶଂସକମାନେ ଷ୍ଟାଡିୟମ ଭିତରେ ଚେୟାର ଫିଙ୍ଗିଥିବାର ଦାବି କରାଯାଇଥିଲା। ପୋଷ୍ଟର […]

Continue Reading

ଆଫଗାନିସ୍ତାନ ଏବଂ ପାକିସ୍ତାନ ସମର୍ଥକଙ୍କ ମଧ୍ୟରେ ଲଢେଇର ପୁରୁଣା ଭିଡିଓକୁ ନିକଟରେ ଏସିଆ କପର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

୭ ସେପ୍ଟେମ୍ବର ୨୦୨୨ ରେ ଶାରଜାଠାରେ ଅନୁଷ୍ଠିତ ଆଫଗାନିସ୍ତାନ ଏବଂ ପାକିସ୍ତାନ ମଧ୍ୟରେ ହୋଇଥିବା ମ୍ୟାଚରେ ପାକିସ୍ତାନ ଗୋଟିଏ ୱିକେଟରେ ଜିତ ହାସଲ କରିଥିଲା। ଏହି ସମୟରେ ଷ୍ଟାଡିୟମରେ ଉପସ୍ଥିତ ଥିବା ଉଭୟ ଦେଶର ସମର୍ଥକଙ୍କ ମଧ୍ୟରେ ଝଗଡା ହୋଇଥିଲା। ଏହାର ଅନେକ ଭିଡିଓ ବିଭିନ୍ନ ସୋସିଆଲ ମିଡିଆ ଭାଇରାଲ ହେଉଛି | ଏହି ସମୟରେ ସୋସିଆଲ ମିଡିଆରେ ଆଉ ଏକ ଭିଡିଓ ସେୟାର କରାଯାଉଛି। ଏହା ସହିତ ଦାବି କରା ଯାଇଛି ଯେ ଏହି ଭିଡିଓ […]

Continue Reading