ଲେବାନନରେ ବିସ୍ଫୋରଣର ଭିଡିଓ କୁ ଅହମ୍ମଦାବାଦ ବିମାନ ଦୁର୍ଘଟଣା ଦୃଶ୍ୟ ଭାବରେ ସେୟାର କରା ଯାଉଛି।

ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାରେ ବିମାନଟି ଏକ ମେଡିକାଲ କଲେଜର ହଷ୍ଟେଲ ଉପରେ ପଡ଼ିଥିଲା। ଏହି ଦୁର୍ଘଟଣାରେ ବିମାନରେ ଥିବା ୨୪୧ ଜଣ ଯାତ୍ରୀ ଏବଂ ମେଡିକାଲ କଲେଜର ଅନେକ ଛାତ୍ରଙ୍କ ମୃତ୍ୟୁ ହୋଇଥିଲା। ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ସେୟାର କରାଯାଉଛି। ଏଥିରେ, ଏକ ବିଲଡିଙ୍ଗ ନିକଟରେ ଗାଡ଼ିଗୁଡ଼ିକ ପାର୍କିଂ ହେଇଥିବା ବେଳେ, ସେଠାରେ ବିସ୍ଫୋରଣ ହେଉଛି। ଭିଡିଓଟି ସେୟାର କରି ଦାବି କରାଯାଉଛି ଯେ ଏହି ଭିଡିଓଟି […]

Continue Reading

ଏହି ଭିଡିଓଟି ଜୁନ୍ ୧୨ ତାରିଖରେ ଅହମ୍ମଦାବାଦରେ ଘଟିଥିବା ବିମାନ ଦୁର୍ଘଟଣାର ବିମାନ ପରିଚାରିକାଙ୍କର ନୁହେଁ, ଦାବିଟି ଭ୍ରାମକ। 

ନିକଟରେ, ଅହମ୍ମଦାବାଦରୁ ଲଣ୍ଡନ ଅଭିମୁଖେ ଉଡ଼ାଣ ଆରମ୍ଭ କରିବାର କିଛି ସମୟ ପରେ ଏୟାର ଇଣ୍ଡିଆର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ବିମାନରେ ଭାରତ, ୟୁକେ, ପର୍ତ୍ତୁଗାଲ ଏବଂ କାନାଡାର ନାଗରିକଙ୍କ ସମେତ ୨୪୦ ରୁ ଅଧିକ ଲୋକ ଥିଲେ।  ଏହି ପ୍ରସଙ୍ଗରେ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳିଛି ଯେ ଜଣେ ପରିଚାରିକା ନିଜ ଫୋନ୍ ରୁ ସହକର୍ମୀଙ୍କର ଭିଡିଓ ନେଉଛନ୍ତି। ଦାବି କରାଯାଉଛି ଯେ ଏହା ଏୟାର […]

Continue Reading

କ’ଣ ଟାଟା କମ୍ପାନୀ ରାଷ୍ଟ୍ରପତି ରାମନାଥ କୋଭିନ୍ଦଙ୍କ ପୁତ୍ରୀକୁ ଚାକିରିରୁ ବଦଳି କରିଛି? ଜାଣନ୍ତୁ ସତ୍ୟ

ଦୁଇଟି ଏୟାର ହଷ୍ଟେସ୍ ଏୟାର ଇଣ୍ଡିଆ ବିମାନ ନିକଟରେ ଛିଡା ହୋଇଥିବା ଏକ ଫୋଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଫୋଟୋ ସହିତ ଦାବି କରା ଯାଇଛି ଯେ ଟାଟା କମ୍ପାନୀରାଷ୍ଟ୍ରପତି ରାମନାଥ କୋଭିଣ୍ଡଙ୍କ ପୁତ୍ରୀକୁ ନିକଟରେ ଏୟାର ହଷ୍ଟେସ ପଦବୀରୁ ଇଣ୍ଟର୍ନାଲ ଏଫେୟାର୍ସ ପଦବୀରେ ବଦଳି କରିଛି। ସୁରକ୍ଷା କାରଣରୁ ଏହି ପଦକ୍ଷେପ ନିଆ ଯାଇଥିବା ଦାବି କରା ଯାଇଛି।  ଆମକୁ ଏହି ଦାବିର ଫ୍ୟାକ୍ଟ ଚେକ୍ କରିବାର ଅନୁରୋଧ ଆମ ଫ୍ୟାକ୍ଟ ଲାଇନ ନମ୍ବର […]

Continue Reading

କ’ଣ ରୁଷ ରାଷ୍ଟ୍ରପତି ଭାଲ୍ଡିମିର ପୁଟିନ ଏୟାର ଇଣ୍ଡିଆ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଅଭିନନ୍ଦନ ଜଣାଉଛନ୍ତି? ଜାଣନ୍ତୁ ସତ୍ୟ।

ୟୁକ୍ରେନରେ ପଢୁଥିବା ଛାତ୍ର ମାନଙ୍କୁ ଫେରାଇ ଆଣିବା ପାଇଁ ଏକ ମିଶନ ପ୍ରାରମ୍ଭ କରିଛି ଯାହାର ନାମ ହେଲା ଅପରେସନ୍ ଗଙ୍ଗା। ଏହି ସମୟରେ ଏୟାର ଇଣ୍ଡିଆରେ ବସିଥିବା ଭାରତୀୟ ଛାତ୍ରମାନଙ୍କ ଏକ ଭିଡିଓ ଇଣ୍ଟର୍ନେଟରେ ଭାଇରାଲ ହେଉଛି। ଏହା ସହିତ ରୁଷର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନ ବିମାନରେ ଭାରତୀୟ ଛାତ୍ର ମାନଙ୍କୁ ଶୁଭେଚ୍ଛା ଜଣାଇବାକୁ ଯାଇଥିଲେ ବୋଲି ଦାବି କରା ଯାଉଛି।  ଭାଇରାଲ ଭିଡିଓରେ ଲେଖା ଯାଇଛି ଯେ, “ରୁଷ ରାଷ୍ଟ୍ରପତି ପୁଟିନ ନିଜେ ଏୟାର […]

Continue Reading