ପୁରୁଣା ସର୍ବଧର୍ମ ପ୍ରାର୍ଥନା ସଭା ଭିଡିଓକୁ କଂଗ୍ରେସ କାର୍ଯ୍ୟାଳୟରେ କଲମା ପାଠ ହେଉଥିବା ଦାବି ସହିତ ସେୟାର କରା ଯାଉଛି।
ରାଜସ୍ଥାନର ଜୟପୁରରେ କଂଗ୍ରେସ ପାର୍ଟି କାର୍ଯ୍ୟାଳୟର ଉଦଘାଟନ ସମୟରେ କଲମା (ଇସଲାମିକ ପ୍ରାର୍ଥନା) ପାଠ କରାଯାଉଥିବାର ଦାବି ସହିତ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି। ଫୁଟେଜରେ ଅନେକ ଲୋକ ଏକାଠି ହୋଇଥିବା ଦେଖାଯାଉଛି ଏବଂ ଆପଣ ବୈଠକ ସମୟରେ କୁରାନ୍ କଲମା ପାଠ ହେଉଥିବାର ଶୁଣିପାରିବେ। ଦାବି କରାଯାଉଛି ଯେ କଂଗ୍ରେସ ପାର୍ଟି ଜୟପୁରରେ ଏକ ନୂତନ କାର୍ଯ୍ୟାଳୟ ଖୋଲିଛି ଏବଂ ଏହାର ଉଦଘାଟନ ଉପଲକ୍ଷେ କଲମା ପାଠ କରାଯାଉଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ […]
Continue Reading
