କ’ଣ ଧାକଡ଼ ସିନେମାର ୮ମ ଦିନରେ ମାତ୍ର ୨୦ଟି ଟିକେଟ ବିକ୍ରି ହେବା ପରେ କଙ୍ଗନା ରଣାଓତ କାନ୍ଦୁଛନ୍ତି? ଜାଣନ୍ତୁ ସତ୍ୟ। 

କଙ୍ଗନା ରଣାଓତଙ୍କ ଧାକଡ଼ ସିନେମା ଫ୍ଲପ୍ ହେବା ପରେ ଏହା ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଜୋର ଧରିଛି। ଲୋକେ ତାଙ୍କ ପରିହାସ କରୁଥିବା ବେଳେ ବର୍ତ୍ତମାନ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରା ହେବାରେ ଲାଗିଛି। ଭିଡିଓରେ କଙ୍ଗନା ରଣାଓତ କାନ୍ଦୁଥିବା ଦେଖିବାକୁ ମିଳିଛି। ଦାବି ଅନୁଯାୟୀ ଧାକଡ଼ ଚଳଚିତ୍ର ଫ୍ଲପ୍ ହେବା ପରେ କଙ୍ଗନା ଏପରି କାନ୍ଦୁଥିବା ନଜର ଆସିଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଭାଇରାଲ ଭିଡିଓ ୨୦୨୦ […]

Continue Reading

କ’ଣ କରିନା କପୁରଙ୍କ ସହ ତୁଳନା କରି କଙ୍ଗନାଙ୍କ ସମର୍ଥନରେ ରାଜ ଠାକ୍ରେ ଏକ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ରାଜନେତା ଏବଂ ଅନ୍ୟାନ୍ୟ ପ୍ରସିଦ୍ଧ ବ୍ୟକ୍ତିଙ୍କ ନାମରେ ନକଲି ଟୁଇଟ ସୋସିଆଲ ମିଡିଆରେ ଭାଇରାଲ ହେବା କୌଣସି ନୂତନ କଥା ନୁହେଁ। ଫ୍ୟାକ୍ଟ କ୍ରିଷେଣ୍ଡୋ ଅନେକ ନକଲି ଟୁଇଟର ଅନୁସନ୍ଧାନ କରି ପାଠକ ମାନଙ୍କୁ ତାହାର ସତ୍ୟତା ଜଣାଇଛି। ବର୍ତ୍ତମାନ ଏମଏନଏସ ପାର୍ଟି ଦଳ ଅଧ୍ୟକ୍ଷ ରାଜ ଠାକ୍ରେଙ୍କ ନାମରେ ଏକ ଟୁଇଟ ସେଯାର ହେଉଛି ଯେଉଁଥିରେ ଲେଖା ଯାଉଛି ଯେ “ଆମେ କଙ୍ଗନା ପରି ଏକ ସାହାସୀ ମହିଳା ପାଇ ପାରିଥାନ୍ତେ ତେବେ ବାବର ଆଗକୁ […]

Continue Reading

କ’ଣ ରାଷ୍ଟ୍ରପତି ରାମନାଥ କୋଭିନ୍ଦ, କଙ୍ଗନା ରନାଓତଙ୍କ ଠାରୁ ପଦ୍ମଶ୍ରୀ ପୁରସ୍କାର ଫେରାଇ ନେବା ବିଷୟରେ ଟୁଇଟ କରିଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ଭାରତ ରାଷ୍ଟ୍ରପତି ଶ୍ରୀ ରାମନାଥ କୋଭିନ୍ଦ ଅନେକ ଲୋକଙ୍କୁ ପଦ୍ମ ପୁରସ୍କାରରେ ସମ୍ମାନିତ କରିଥିଲେ। ପୁରସ୍କୃତ ବ୍ୟକ୍ତିଙ୍କ ତାଲିକାରେ କଙ୍ଗନା ରନାଓତ ମଧ୍ୟ ଥିଲେ। ତାଙ୍କୁ କାହିଁକି ପୁରସ୍କୃତ କରା ଯାଉଥିଲା ଏହା ଏକ ବିବାଦ ଆରମ୍ଭ କରିଛି। ଏକ ସମ୍ବାଦ ସାକ୍ଷାତକାରରେ ପୁରସ୍କାର ପାଇବା ପରେ କଙ୍ଗନା ଦେଶର ସ୍ଵାଧୀନତା ସମ୍ପର୍କରେ ଏକ ବିବାଦୀୟ ମନ୍ତବ୍ୟ ଦେଇଥିଲେ। ସେ କହିଥିଲେ ଯେ ଭାରତ ୧୯୪୭ ରେ ପାଇଥିବା ସ୍ଵାଧୀନତା ଏକ ଭିକ ଅଟେ, ଦେଶକୁ […]

Continue Reading