କ’ଣ କରିନା କପୁର ଖାନ ଲୋକଙ୍କୁ ଲାଲ ସିଂ ଚଦ୍ଧା ଚଳଚିତ୍ରକୁ ବୟକଟ୍ କରିବା ପାଇଁ ଅନୁରୋଧ କରୁଛନ୍ତି? ଜାଣନ୍ତୁ ସତ୍ୟ।
୨୯ ମଇ ୨୦୨୨ ରେ ଆମିର ଖାନଙ୍କ ଚଳଚିତ୍ର ଲାଲ ସିଂ ଚଦ୍ଧାର ଟ୍ରେଲର ରିଲିଜ୍ ହେବା ପରେ ସୋସିଆଲ ମଇଦାରେ ଏହା ନେଇ ଚର୍ଚ୍ଚା ଚାଲିଛି। ଏହା ଫରେଷ୍ଟ୍ ଗମ୍ପ ନାମକ ଏକ ହଲିୱୁଡ ସିନେମା ଉପରେ ଆଧାରିତ। ଏହି ପ୍ରସଙ୍ଗରେ କରିନା କପୁରଙ୍କର ଏକ ଭିଡିଓ ସୋସିଆଲ ମଇଦାରେ ଭାଇରାଲ ହେବାରେ ଲାଗିଛି। ଦାବି ଅନୁଯାୟୀ କରିନା କପୁର ଲୋକଙ୍କୁ ଲାଳ ସିଂ ଚଦ୍ଧା ସିନେମାକୁ ବୟକଟ୍ କରିବା ପାଇଁ ନିବେଦନ କରୁଛନ୍ତି। ଆପଣ […]
Continue Reading