କାନପୁରରେ ପୋଲିସ ଉପରକୁ ପଥର ଫିଙ୍ଗିଥିବା ଯୁବକମାନେ ମୁସଲମାନ ନଥିଲେ; ମିଥ୍ୟା ସାମ୍ପ୍ରଦାୟିକ ଦାବି ସହିତ ଏହି ଭିଡିଓ ଭାଇରାଲ୍ କରା ଯାଉଛି। 

ଇଣ୍ଟର୍ନେଟ୍ ରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଆପଣ ଦେଖିପାରିବେ ପୋଲିସ୍ ଘର ଛାତ ଉପରେ କିଛି ଯୁବକଙ୍କୁ ପିଟୁଛନ୍ତି। ଦାବି କରା ଯାଇଛି ଯେ କାନପୁରରେ ପୋଲିସ ପାଟ୍ରୋଲିଂ କରୁଥିବା ସମୟରେ କିଛି ମୁସଲମାନ ଲୋକେ ତାଙ୍କ ଉପରକୁ ପଥର ଫିଙ୍ଗିଥିଲେ। ଏହି କାରଣରୁ ପୋଲିସ ତାଙ୍କୁ ମାଡ ମାରିଥିଲା। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ପୋଲିସ ଉପରକୁ ପଥର ଫିଙ୍ଗୁଠିବା ଲୋକେ ମୁସ୍ଲିମ ସମ୍ପ୍ରଦାୟର ନୁହଁନ୍ତି।  କ’ଣ […]

Continue Reading

ଉତ୍ତରପ୍ରଦେଶର ଏକ ପୁରୁଣା ଦଙ୍ଗାର ଫୋଟୋକୁ ନିକଟରେ କାନପୁର ସହରରେ ହେଇଥିବା ଦଙ୍ଗା ଫୋଟୋ ଦାବି ସହିତ ଭାଇରାଲ କରା ଯାଉଛି। 

ନୁପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ପରେ କାନପୁର ସହରରେ ଦଙ୍ଗା ହେଇଥିବାର ଅନେକ ଖବର ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହି ପ୍ରସଙ୍ଗରେ ବର୍ତ୍ତମା ଏକ ଫୋଟୋ ଭାଇରାଲ ହେଉଛି ଯେଉଁଥିରେ ଦେଖିବାକୁ ମିଳିଛି ଯେ ଅନେକ ଲୋକେ ପଥର ଫୋପାଡୁଛନ୍ତି।  ଫୋଟୋ ଭାଇରାଲ କରି ଦାବି କରା ଯାଇଛି ଯେ ଏହି ଫୋଟୋ ନିକଟରେ କାନପୁରରେ ହେଇଥିବା ଦଙ୍ଗା ସମୟର ଫୋଟୋ ଅଟେ।  କିନ୍ତୁ ଅନୁସନ୍ଧାନ ପରେ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ […]

Continue Reading

ଗୋରଖପୁରରେ ଲାଥୀ ଚାର୍ଜର ପୁରୁଣା ଭିଡିଓ କାନପୁର ହିଂସା ସହ ଜୋଡ଼ି ଭାଇରାଲ କରାଯାଉଛି।

କିଛି ଦିନ ତଳେ ବିଜେପି ମୁଖପାତ୍ର ନୁପୁର ଶର୍ମା ଏକ ବିତର୍କ ଟିଭୀ ଶୋ’ରେ ମୁସଲମାନ ସମ୍ପ୍ରଦାୟର ପ୍ରତିଷ୍ଠାତା ମହମ୍ମଦଙ୍କ ବିଷୟରେ ଏକ ବିବାଦୀୟ ମନ୍ତବ୍ୟ ଦେଇଛନ୍ତି। ଏହି ହିଂସା ଯୋଗୁଁ କାନପୁରରେ ହିଂସାର ବାତାବରଣ ହୋଇଥିଲା। ଏହି ସମୟରେ, ପୋଲିସ୍ ଲାଥୀ-ଚାର୍ଜର ଏକ ଭିଡିଓ ଖୁବ୍ ସେୟାର କରାଯାଉଛି। ଭିଡିଓ ସହିତ ଦାବି କରାଯାଉଛି ଯେ, ଏହି ଭିଡିଓ କାନପୁରରେ ଘଟିଥିବା ହିଂସା ସହ ଜଡିତ ଏବଂ ପୋଲିସ ଏହି ପ୍ରଦର୍ଶନକାରୀଙ୍କୁ ଲାଟି-ଚାର୍ଜ କରୁଛି।  Shreeram […]

Continue Reading

ବିଜେପିକୁ ଭୋଟ୍ ଦେବା ପାଇଁ କାନପୁରର ବିଜେପି ନେତା ରାଘବେନ୍ଦ୍ର ମିଶ୍ର ଜଣେ ବୃଦ୍ଧଙ୍କୁ ଧମକ ଦେଉଛନ୍ତି ?

ଉତ୍ତରପ୍ରଦେଶରେ ନିର୍ବାଚନ ଚାଲିଥିବାରୁ ସୋସିଆଲ ମିଡିଆରେ ଅନେକ ମିଥ୍ୟା ଖବର ଏବଂ ସୂଚନା ଭାଇରାଲ ହେଉଛି। ନିକଟରେ ଜଣେ ବିଜେପି ନେତା ବୃଦ୍ଧଙ୍କୁ ଧମକ ଦେଉଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଭିଡିଓ ସହିତ ଦାବି କରାଯାଉଛି ଯେ, ବିଜେପିକୁ ଭୋଟ୍ ଦେବା ପାଇଁ କାନପୁରରେ ବିଜେପି ନେତା ରାଘବେନ୍ଦ୍ର ମିଶ୍ରଙ୍କ ଦ୍ୱାରା ଜଣେ ବୃଦ୍ଧଙ୍କୁ ଧମକ ଦିଆଯାଉଛି। ଆମ ଅନୁସନ୍ଧାନରେ ଏହି ଦାବି ମିଥ୍ୟା ଏବଂ ଅସମ୍ପୂର୍ଣ୍ଣ ତଥ୍ୟ ବୋଲି ପ୍ରମାଣିତ ହୋଇଛି।  […]

Continue Reading

2019 ଫଟୋକୁ ବର୍ତ୍ତମାନ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାନପୁର ଗସ୍ତ ସହ ଜୋଡ଼ି ଭାଇରାଲ କରାଯାଉଛି।

ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଜାଇଥିବା ନେଇ ସୋସିଆଲ ମିଡିଆରେ ଅନେକ ଖବର ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ ସେ ତାଙ୍କ ଗାଁକୁ ଜାଇ ତାଙ୍କ ଗୁଗୁଙ୍କ ପାଦ ସ୍ପର୍ଶ କରୁଥିବାର ଫଟୋ ଭାଇରାଲ ହେଉଛି। ଫଟୋ ସହ ଦାବି କରାଯାଉଛି ଯେ, ରାଷ୍ଟ୍ରପତି ରାମନାଥ କୋବିନ୍ଦ କାନପୁର ଗସ୍ତରେ ଥିବା ବେଳେ ଆଜି ସେ ତାଙ୍କ ଗୁରୁଙ୍କୁ ଭେଟିଛନ୍ତି। ଏହି ଅବସରରେ ସେ ପ୍ରୋଟୋକଲକୁ ଖାତିର ନକରି ନିଜ ଗୁରୁଙ୍କ ପାଦ ସ୍ପର୍ଶ କରି […]

Continue Reading