ସଞ୍ଜୟ ରାଉତଙ୍କ ଭିଡିଓକୁ ଏଡିଟ୍ କରି କାନ୍ଦୁଥିବାର ଦାବି କରାଯାଉଛି।

ଦଳରେ ରାଜନୈତିକ ସଙ୍କଟ ବଢ଼ିବା ସହିତ ବହୁ ଶିବସେନା କର୍ମୀ ଦଳର ବିଦ୍ରୋହୀଙ୍କ ବିରୋଧରେ ମହାରାଷ୍ଟ୍ର ଏବଂ ଦିଲ୍ଲୀର ରାସ୍ତାରେ ଓହ୍ଲାଇଥିଲେ। ମହାରାଷ୍ଟ୍ରର ସିଏମ୍ ଉଦ୍ଧବ ଠାକରେ ଏବଂ ନଗର ଉନ୍ନୟନ ମନ୍ତ୍ରୀ ଏକନାଥ ସିନ୍ଦେ ଶିବସେନାଙ୍କ ଶାସନ ପାଇଁ ପରସ୍ପର ସହ ଶକ୍ତି ସଂଗ୍ରାମରେ ଅଛନ୍ତି।  ଏଥି ମଧ୍ୟରେ ସୋସିଆଲ ମିଡିଆରେ ଏକ ଭିଡିଓ ଶେୟାର କରାଯାଉଛି, ଯେଉଁଥର ଶିବସେନା ନେତା ସଞ୍ଜୟ ରାଉତଙ୍କ କାନ୍ଦୁଛନ୍ତି। ଏହି ଭିଡିଓ ଫେସବୁକରେ ବହୁତ ଭାଇରାଲ ହେବାରେ ଲାଗିଛି।  […]

Continue Reading

ବର୍ତ୍ତମାନ ମୋଦି କାସୀ ବିଶ୍ୱନାଥ ଆସିବେ ବୋଲି ବିଜେପି କର୍ମି ମହିଳାଙ୍କୁ ରାଲିରେ ସ୍ଲୋଗାନ ଦେବା ପାଇଁ ଡାକି ତାଙ୍କୁ 400 ଟଙ୍କା ନ ଦେବାରୁ ସେ କାନ୍ଦୁଥିଲେ ?

2022 ର ଉତ୍ତରପ୍ରଦେଶ ନିର୍ବାଚନର ନେତୃତ୍ୱ ମଧ୍ୟରେ ରାଜନୈତିକ ଦଳ ସୋସିଆଲ ମିଡିଆରେ ନିଜର ଅଭିଯାନ ଆରମ୍ଭ କରିଛନ୍ତି, ଯେଉଁଥିରେ ଅନେକ ଭୁଲ ତଥ୍ୟ ମଧ୍ୟ ଅଲଗା ଅଲଗା ଦାବିରେ ସେୟାର ହେବାରେ ଲାଗିଛି। ସୋସିଆଲ ମିଡିଆରେ ଜଣେ ମହିଳାର କାନ୍ଧୁଥିବାର ଭିଡିଓ ଭାଇରାଲ ହେଉଚି। ଭିଡିଓରେ ମହିଳା ଜଣକ ମୋଦିଙ୍କୁ ଆକ୍ଷେପ କରି କହୁଥିବାର ଦେଖାଯାଉଛନ୍ତି। ଭିଡିଓରେ ମହିଳା ଜଣକ ଦାବି କରିଛନ୍ତି ଯେ  ବର୍ତ୍ତମାନ ମୋଦିଙ୍କ କାଶୀ ବିଶ୍ୱନାଥ  ଗ୍ରସ୍ତ ସମୟରେ ତାଙ୍କୁ ବିଜେପି […]

Continue Reading