ପୁରୁଣା ଫୋଟକୁ ବର୍ତ୍ତମାନ କୋରୋନା ସମୟର କହି ଭାଇରାଲ କରାଯାଉଛି।
କୋରୋନା ମହାମାରିର ଦ୍ୱିତିୟ ଚରଣ ଚାଲୁଥିବା ବୋଳେ ଦେଶରେ ଏହାର ପ୍ରଭାବ ବିଢ଼ିବାରେ ଲାଗିଛି। ଏଥିମଧ୍ୟରେ କୁମ୍ଭମେଳାରେ ଜନ ଦହଳିକୁ ନେଇ ମଧ୍ୟ ଅନେକ ଫଟୋ ମିଥ୍ୟା ଦାବିରେ ଭାଇରାଲ ହେବାରେ ଲାଗିଛି। ଏଥିମଧ୍ୟରେ କୁମ୍ଭମେଳାରେ ନାଗା ସାଧୁ ସ୍ନାନ କରୁଥିବାର ଫଟୋ କିଛି ଭାଇରାଲ ହେଉଛି। ଯାହାକୁ ଫେସବୁକ ୟୁଜର ବର୍ତ୍ତମାନର କହି ଭାଇରାଲ କରୁଛନ୍ତି। 16 ଏପ୍ରିଲରେ Bhabani Prasad Das ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ନାଗା ସାଧୁଙ୍କ ଏକ […]
Continue Reading