କ’ଣ ଫୋଟୋରେ ଆହତ ହେଇଥିବା ବ୍ୟକ୍ତି ଅବସର ପ୍ରାପ୍ତ କ୍ଯାପଟେନ ପିପିଏସ ଢିଲୋନ ଅଟନ୍ତି? ଜାଣନ୍ତୁ ସତ୍ୟ।
ଦେଶରେ କୃଷକ ଆଇନ ବିରୋଧରେ ଚାଲିଥିବା ଚାଷୀଙ୍କ ବିରୋଧ ଯୋଗୁଁ ସୋସିଆଲ ମିଡିଆରେ ଅନେକ ଭିଡିଓ ଏବଂ ଫୋଟୋ ଭାଇରାଲ ହେବାରେ ଲାଗିଛି। ଏପରି ଗୋଟିଏ ଫୋଟୋ ବର୍ତମାନ ଭାଇରାଲ ହେଇଛି ଯେଉଁଥିରେ ପ୍ରଥମ ଫୋଟୋରେ ସବୁଜ ପଗଡି ପିନ୍ଧିଥିବା ସେନା ଆଧିକାରୀ ଏବଂ ଦୁଇତ୍ୟା ଫୋଟୋରେ ପଗଡି ପିନ୍ଧିଥିବା ଜେନ ଆହତ ବ୍ୟକ୍ତି ଦେଖା ଯାଇଛନ୍ତି। ଫୋଟୋରେ ଥିବା ଉଭୟ ପୁରୁଷ ସମାନ ବ୍ୟକ୍ତି ବୋଲି ଦାବି ସହିତ ଫୋଟୋ ଭାଇରାଲ ହେଇଛି। ଦାବି ଅନୁଯାୟୀ […]
Continue Reading