କୃଷି ଆନ୍ଦୋଳନରେ ବସିଥିବା ଚାଷିଙ୍କ ସୈନିକ ପୁଅମାନେ ତାଙ୍କୁ ଦେଖାକରିବା ପାଇଁ ଆସିଛନ୍ତି ?
କୃଷକଙ୍କ ଆନ୍ଦୋଳନ ସହ ଜଡିତ ସୋସିଆଲ ମିଡିଆରେ ଅନେକ ଫଟୋ ଭାଇରାଲ ହେବାରେ ଲାଗିଛି। ଫଟୋରେ ଜଣେ ଯୁବକ ଶିଖ୍ ସୈନିକଙ୍କ ଗାଲକୁ ଧରିଥିବାର ନଜର ଆସିଛନ୍ତି। ଫଟୋରେ ଦାବି କରାଯାଇଛି ଯେ, ଛୁଟିରେ ଆସିଥିବା ସୈନିକମାନେ ଗତ 75 ଦିନ ଧରି କୃଷି ଆନ୍ଦୋଳନରେ ବସିଥିବା ତାଙ୍କ ଚାଷି ପିତାଙ୍କୁ ଦିଲ୍ଲୀ ସୀମାରେ ଦେଖା କରିବା ପାଇଁ ଆସିଛନ୍ତି। 6 ଫେବୃଆରିରେ Ranju Pani ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫଟୋ […]
Continue Reading