କ’ଣ ଭାଇରାଲ ଭିଡିଓରେ କେରଳ ପୋଲିସ କାଚା ବାଦାମ ଗୀତରେ ନାଚୁଛନ୍ତି? ଜାଣନ୍ତୁ ସତ୍ୟ।
ଏକ ଲୋକପ୍ରିୟ ଗୀତ ‘କାଚା ବାଦାମ’ ରେ ପୋଲିସ ୟୁନିଫର୍ମ ପିନ୍ଧି ପାଞ୍ଚ ଜଣ ନାଚୁଥିବା ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। କଳିଙ୍ଗ ଟିଭି, ନବଭାରତ ଟାଇମ୍ସ, ନ୍ୟୁଜ ୧୮ ଏବଂ ଫ୍ରି ପ୍ରେସ୍ ଜର୍ନାଲ ପରି ମିଡିଆ ୱେବସାଇଟ ଏହି ଭିଡିଓ ସହିତ ରିପୋର୍ଟ କରିଛି ଯେ ଭିଡିଓରେ ପ୍ରକୃତ ପୋଲିସ ଅଧିକାରୀ ମାନେ ନାଚୁଛନ୍ତି। ମହକ ଟିଭିର ଫେସବୁକ ପେଜରେ ମଧ୍ୟ ଆମେ ସମାନ ଭିଡିଓ ଅପ୍ଲୋଡ ହେଇଥିବା ପାଇଲୁ। ଏହି ଭିଡିଓରେ […]
Continue Reading