ଏହି ଭିଡିଓ, ଯାହାକୁ ମଣିପୁରର ବୋଲି ଦାବି କରାଯାଉଛି, ଏହା ପ୍ରକୃତରେ କୋଲକାତାର ୱାକଫ ବିଲ୍ ବିରୋଧରେ ଏକ ପ୍ରଦର୍ଶନ

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ରାସ୍ତାରେ ବିକ୍ଷୋଭ ପ୍ରଦର୍ଶନ କରୁଥିବା ଲୋକଙ୍କ ଭିଡ଼ ଦେଖାଯାଉଛି। ସେମାନେ ନାରା ଦେଉଥିବା ସହ ପୋଷ୍ଟର ଏବଂ ବ୍ୟାନର ଧରିଛନ୍ତି। ଭିଡିଓଟିକୁ ମଣିପୁରର ବୋଲି ଦାବି କରି ସେୟାର କରାଯାଉଛି ଏବଂ ଏହି ପ୍ରଦର୍ଶନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବିରୋଧରେ ଥିଲା ବୋଲି ମଧ୍ୟ କୁହା ଯାଉଛି। ଏହା ଉଲ୍ଲେଖ କରିବା ଉଚିତ ଯେ ପ୍ରଧାନମନ୍ତ୍ରୀ ମୋଦି ସମ୍ପ୍ରତି ସେପ୍ଟେମ୍ବର ୧୩, ୨୦୨୫ ରେ ମଣିପୁର ଗସ୍ତ […]

Continue Reading

କୋଲକତାର ରେଳ ଟ୍ରାକର ଭିଡିଓ ଓଡ଼ିଶାରେ ରେଲୱେ କବଜା ଦାବିରେ ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ରେଳ ଜମି ଏନକାଉଣ୍ଟର ସମ୍ପର୍କରେ ଏକ ଭିଡିଓ ଭାଇରାଲ ହେଉଛି। ଏଥିରେ ଲୋକମାନେ ବେଆଇନ ଭାବେ ରେଳ ଟ୍ରାକ୍ ଦଖଲ କରୁଥିବା ଦେଖିବାକୁ ମିଳୁଛି। ଲୋକମାନେ ପୋଷାକ ଶୁଖାଇବା ଏବଂ ଟ୍ରାକରେ ପନିପରିବା ବିକ୍ରି କରୁଥିବା ଦେଖାଯାଉଛନ୍ତି। ଲୋକମାନେ ସେମାନଙ୍କର ରୋଷେଇ ଘର, ବାଥରୁମ ଏବଂ ଖେଳ ପଡିଆ ରେଳ ଟ୍ରାକ୍ ଉପରେ ତିଆରି କରିଛନ୍ତି।  ଏହି ଭିଡିଓ ଓଡ଼ିଶାର ବୋଲି ଦାବି କରାଯାଉଛି। ଭିଡିଓରେ ଦାବି କରାଯାଇଛି ଯେ, ଓଡ଼ିଶାର ରେଳ ଟ୍ରାକର […]

Continue Reading

କ’ଣ ଏହି ଭିଡିଓରେ ମୁସଲମାନ ମାନେ କଲିକତାରେ କାଲୀ ମନ୍ଦିରରେ ପୂଜା ବନ୍ଦ କରିବା ପାଇଁ ଏକତ୍ର ହେଇଛନ୍ତି? ଜାଣନ୍ତୁ ସତ୍ୟ।

ବିଗତ କିଛି ଦିନରୁ ସୋସିଆଲ ମିଡିଆରେ ସାମ୍ପ୍ରଦାୟିକ ଦଙ୍ଗାର ଅନେକ ଭିଡିଓ ଏବଂ ପୋଷ୍ଟ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଲୋକଙ୍କ ଏକ ଜନସମାଗମ ରାସ୍ତାରେ ଆଲ୍ଲାହ ହୁ ଅକବର ନାରା ଲଗାଉଛନ୍ତି। ଭିଡିଓ ପୋଷ୍ଟ କରି ଦାବି କରା ଯାଇଛି ଯେ ଏହି ଦୃଶ୍ୟ କଲିକତାର ଅଟେ ଏବଂ ଯେଉଁ ମନ୍ଦିରରେ କାଳୀପୂଜା ହେଇଆସୁଥିଲା ସେଠାରେ ଏବେ ପୂଜା ବନ୍ଦ କରିବା ପାଇଁ ମୁସଲିମ ମାନେ ଚିଲଉଛନ୍ତି।  ଫ୍ୟାକ୍ଟ କ୍ରିଷେଣ୍ଡୋ […]

Continue Reading

ତିନି ବର୍ଷ ପୁରୁଣା ବାଙ୍ଗଲାଦେଶ ଭିଡିଓ କୁ କୋଲକାତାର କହି ଭାଇରାଲ କରାଯାଉଛି।

ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରଲା ହେଉଛି, ଯେଉଁଥିରେ ଅଧିକ ସଂଖ୍ୟାରେ ମୁସ୍ଲିମମାନେ ଅହ୍ଲା ହୁଁ ଅକବର କହି ନାରା ଲଗାଉଛନ୍ତି। ଭିଡିଓ ସହା ଦାବି କରାଯାଉଛି ଯେ, ଭାଇରଲା ହେଉଥିବା ଏହି ଭିଡିଓ କୋଲକାତାର ଅଟେ। ଯେଉଁଠାରେ ମୁସ୍ଲିମମାନେ ଇସ୍ଲାମ ଜିନ୍ଦାବାଦର ନାରା ଲଗାଉଥିବାର ଦେଖାଯାଉଛନ୍ତି।  ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହୋଇଛି। ଭାଇରାଲ ଭିଡିଓ କୋଲକାତାର ନୁହେଁ ବରଂ ବାଙ୍ଗଲା ଦେଶର ଅଟେ।  20 ନଭେମ୍ବରରେ Krishna […]

Continue Reading

କୋଲକାତାର “ଗୋ ବ୍ୟାକ୍ ମୋଦୀ” CAA ବିରୋଧ ପ୍ରଦର୍ଶନ କୁ ବିହାର ନିର୍ବାଚନ ଦାବିରେ ଭାଇରାଲ କରାଯାଉଛି।

ବିହାର ବିଧାନସଭା ନିର୍ବାଚନ କୁ ନେଇ ସୋସିଆଲ ମିଡିଆରେ ଅନେକ ପୁରୁଣା ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ମୋଦୀ ସରକାର ବିରୋଧରେ ପ୍ରଦର୍ଶନ କରାଯାଉଥିବାର ଦେଖାଯାଉଛି। ଫଟୋରେ ରାସ୍ତାରେ ବିରାଟ ଅକ୍ଷରରେ ଲେଖାଯାଇଥିବା “ଗୋ ବ୍ୟାକ ମୋଦୀ” । ଫୋଟେ ସହ ସେୟାର କରାଯାଉଛି ଯେ ବିହାରର ଭୋଟରମାନେ ମୋଦୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି।  ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ବିହାରର ନୁହେଁ […]

Continue Reading