ମକ୍କା କାବାରେ ଆତ୍ମହତ୍ୟା ଉଦ୍ୟମ କରୁଥିବା ଜଣେ ସାଉଦି ବାସିନ୍ଦାଙ୍କର ଭିଡିଓ ମିଥ୍ୟା ଦାବି ସହିତ ଭାଇରାଲ ହେଉଛି।
ମକ୍କା ମଦିନାରେ ଜଣେ ବ୍ୟକ୍ତି ବୋତଲରୁ କିଛି ତରଳ ପଦାର୍ଥ ଫିଙ୍ଗୁଠିବାର ଭିଡିଓ ପୁଣି ଥରେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେହି ବ୍ୟକ୍ତି ବୋତଲରୁ ପଦାର୍ଥ ଫିଙ୍ଗିବା ପରେ ସେଠାରେ ଉପସ୍ଥିତ ଅନ୍ୟ ଲୋକମାନେ ତାକୁ ଘେରି ଧରିଥିଲେ। ସୋସିଆଲ ମିଡିଆ ୟୁଜର ମାନେ ଦାବି କରୁଛନ୍ତି ଯେ ମକ୍କାର ତୀର୍ଥ ସ୍ଥାନରେ ଜଣେ ଗଙ୍ଗାଜଳ ଛିଞ୍ଚନ କରିଛି। କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ମକ୍କାରେ ତରଳ ପଦାର୍ଥ ଫିଗିଥିବା […]
Continue Reading