ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ”: ରାହୁଲ ଗାନ୍ଧୀଙ୍କ ଆଂଶିକ ଭିଡିଓ ଭାଇରାଲ୍

ଲୋକସଭାର ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ ସାମ୍ବାଦିକ ସମ୍ମିଳନୀର ଭିଡିଓ ଭାଇରାଲ ହେଉଛି। ଏଥିରେ ସେ କହୁଛନ୍ତି, “ମୁଁ ବିରୋଧୀ ଦଳ ନେତା ଏବଂ ମୋର କାମ ସରକାରଙ୍କ ଉପରେ ଚାପ ପକାଇବା। ଭାରତର ଗଣତନ୍ତ୍ରକୁ ବଞ୍ଚାଇବା ମୋର କାମ ନୁହେଁ।” କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଯାଞ୍ଚ ପରେ ଜଣାପଡିଲା ଯେ ଭାଇରାଲ ଭିଡିଓଟି ଅସମ୍ପୂର୍ଣ୍ଣ। ରାହୁଲ ଗାନ୍ଧୀ ଭାରତୀୟ ଗଣତନ୍ତ୍ର ବିରୁଦ୍ଧରେ କହୁ ନଥିଲେ। କ’ଣ […]

Continue Reading

କ’ଣ ନିତିନ ଗଡକରି ପ୍ରକୃତରେ କହିଛନ୍ତି ଯେ ଗଣତନ୍ତ୍ର ପାଇଁ କଂଗ୍ରେସ ଆବଶ୍ୟକ? ଜାଣନ୍ତୁ ସତ୍ୟତା। 

୨୦୨୪ ନିର୍ବାଚନ ପାଖେଇ ଆସିଥିବା ସମୟରେ ସୋସିଆଲ ମିଡିଆରେ ଏହା ଜଡ଼ିତ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ବର୍ତ୍ତମାନ ଭାରତର ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରୀ ନିତିନ ଗଡକରିଙ୍କର ନାମରେ ଗୋଟିଏ ପୋଷ୍ଟ ଭାଇରାଲ ହେଉଛି। ଦାବି କରା ଯାଉଛି ଯେ ନିତିନ ଗଡକରି ଭାରତର ଗଣତନ୍ତ୍ର ପାଇଁ କଂଗ୍ରେସ ଆବଶ୍ୟକ ବୋଲି କହିଛନ୍ତି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ଦାବିକୁ ଅସମ୍ପୂର୍ଣ୍ଣ ପ୍ରସଙ୍ଗ ସହିତ […]

Continue Reading