ଅଲମ୍ପିକ୍ସ 2020ରେ ଜଣେ ଗର୍ଭବତୀ ମହିଳା ଦୌଡ଼ରେ ଭାଗନେଇ ସ୍ୱର୍ଣ୍ଣ ପଦକ ଜିତିଛନ୍ତି?
ଅଲମ୍ପିକ୍ସକୁ ନେଇ ସୋସିଆଲ ମିଡିଆରେ ଅନେକ ଖବର ଏବଂ ଭିଡିଓ ପ୍ରକାଶିତ ହୋଇଛି। ଏଥିମଧ୍ୟରୁ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ଗର୍ଭବତି ମହିଳା ଦଉଡ଼ୁଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ଅଲମ୍ପିକ୍ସ 2020ରେ ଜଣେ ଗର୍ଭବତି ମହିଳା ଦଉଡ଼ିଥିଲେ। ଏବଂ ଜିତିଥିଲେ। ଆମ ଅନୁସନ୍ଧାନରେ ଭାଇରାଲ ଫଟୋରେ କରାଯାଇଥଇବା ଦାବି ମିଥ୍ୟା ପ୍ରମାଣିତ ହେଲା। 8 ଅଗଷ୍ଟରେ Green Fm ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଫଟୋ ପୋଷ୍ଟ କରିଥିଲେ। ଏବଂ […]
Continue Reading