100 ନମ୍ବର ଗାଡ଼ିରେ ବସି ମଦ ପିଉଥିବା ଘଟଣା ଯୋଗୀ ଆଦିତ୍ୟନାଥ ସରକାର ସମୟର ?
ସୋସିଆଲ ମିଡିଆରେ ଯୋଗି ଆଦିତ୍ୟ ନାଥଙ୍କ ସରକାର ଉତ୍ତରପ୍ରଦେଶରେ ଦୁଇ ଜଣ ପୋଲିସ 100 ନମ୍ବର ଗାଡ଼ିରେ ମଦ ରଖୀ ପିଉଥିବାର ଦାବିରେ ଭିଡିଓ ଭାଇରାଲ ହେଉଛି। ଭିଡିଓରେ ଦାବି କରାଯାଉଛି ଯେ, ଯୋଗି ସରକାରରେ ଲୋକମାନେ ଗୁଣ୍ଡାଠାରୁ ନୁହେଁ ବରଂ ଖାକି ବର୍ଦୀରେଥିବା ପୋଲିସଙ୍କଠାରୁ ଅଧିକ ଡରନ୍ତି। ଯୋଗି ସରକାରରେ ପୋଲିସ 100 ନମ୍ବର ଗାଡ଼ିରେ ବସି ଖୁଲମ ଖୁଲା ମଦ ପିଉଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ଭିଡିଓରେ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା। […]
Continue Reading