ଓୱାଇସି କୃଷ୍ଣ ଭଜନ ଗାଇବାର ଭାଇରାଲ ଭିଡିଓ ଏଡ଼ିଟେଡ ଅଟେ।

ଅସଦୁଦ୍ଦିନ ଓୱାଇସିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି। ଗୋଟିଏ ଭିଡିଓରେ ସେ କୃଷ୍ଣ ଏବଂ ସୁଦାମାଙ୍କ ଭକ୍ତି ଗୀତ  ଗାଇଥିବାର ନଜର ଆସିଛନ୍ତି। ଆସଦୁଦ୍ଦିନ ଓୱାଇସି ଏକ ସମାବେଶରେ ଭଗବାନ ଶ୍ରୀକୃଷ୍ଣଙ୍କ ଭଜନ ଗାଇଥିବା ଦାବି ସହିତ ଏହି ଭିଡିଓଗୁଡିକ ସେୟାର କରାଯାଉଛି। କବି ରୁଦ୍ର ଭଗବାଧାରୀ ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ସେୟାର କରି ଲେଖାଯାଇଛି ଯେ, ୱା ବହୁତ ଭଲ, କୟା ସୁର ଲାଗାୟା ମିୟାନ୍ […]

Continue Reading

ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତ ବିଜେପି ଚୋର ଗୀତ ଗାଉଥନ୍ତି? ଜାଣନ୍ତୁ ସତ୍ୟତା ।

ରାଜ୍ୟରେ ପଦ୍ମପୁର ନିର୍ବାଚନ ମଧ୍ୟରେ ବିଜେପି ପ୍ରାର୍ଥୀ ପ୍ରଦିପ ପୁରୋହିତଙ୍କର ଏକ ଭିଡିଓ ଭାଇରାଲ  ହେବାରେ ଲାଗିଛି। ଯେଉଁଥିରେ ସେ ମୋଦି ବିରୋଧରେ ଗୀତ ଗାଉଥିବାର ଶୁଣା ଯାଉଛନ୍ତି। ସେ ଭିଡିଓରେ ମୋଦିଙ୍କୁ ଚୋର ତଥା ଦେଶକୁ ବିକିଥିବାର ଦାବି କରୁଛନ୍ତି। ଭାଇରାଲ ଭିଡିଓ ସହିତ ୟୂଜର୍ସ କହୁଛନ୍ତି ଯେ, ପଦ୍ମପୁର ଲୋକମାନେ ବିଜେପି କୁ ଏଥିରେ ଭାବିଚିନ୍ତି ଭୋଟ ଦିଅ।  MK Album ନାମକ ଜଣେ ଫେସବୁକ ୟୂଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ […]

Continue Reading

କାଶ୍ମୀର ବୁଲି ଯାଇଥିବା ଲୋକମାନେ  ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ବେଳେ ଭାରତୀୟ ସେନା ସୈନିକମାନେ ତାଙ୍କଠାରୁ ଜାବରଦସ୍ତି  ଜାତୀୟ ସଙ୍ଗୀତ ଗୀତ ଗାଇବାକୁ ବାଧ୍ୟ କରୁଛନ୍ତି ?

ପୋଲିସ୍ କର୍ମଚାରୀଙ୍କ ଏକ ଜାତୀୟ ସଙ୍ଗୀତ ଗାନ କରିବାକୁ ବାଧ୍ୟ କରୁଥିବା ଏକ ସୋସିଆଲ୍ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓ ସହ ଦାବି କରାଯାଇଛି ଯେ, କାଶ୍ମୀର ବୁଲି ଯାଇଥିବା ଲୋକମାନେ  ପାକିସ୍ତାନ ସମର୍ଥକ ସ୍ଲୋଗାନ ଦେଉଥିବା ବେଳେ ଭାରତୀୟ ସେନା ସୈନିକମାନେ ତାଙ୍କଠାରୁ ଜାବରଦସ୍ତି  ଜାତୀୟ ସଙ୍ଗୀତ ଗୀତ ଗାଇବାକୁ ବାଧ୍ୟ କରୁଛନ୍ତି। ଭିଡିଓରେ ପୋଲିସ କର୍ମଚାରୀମାନେ ଆହତ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ବେଳେ ଜଣେ ଯୁବକଙ୍କୁ ନିୟନ୍ତ୍ରଣ କରୁଥିବା ଦେଖିବାକୁ […]

Continue Reading