ଗୁଜରାଟର ଏକ ସ୍ଥାନରେ ବୁଲୁଥିବା ସିଂହର ଭିଡିଓକୁ ଭୁବନେଶ୍ବରର ଘଟଣା ଦାବି ସହିତ ଭାଇରାଲ କରା ଯାଉଛି।

ରାତ୍ରି ସମୟରେ ଗୋଟିଏ ପେଟ୍ରୋଲ ପମ୍ପରେ ସିଂହ ବୁଲୁଥିବା ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖିବାକୁ ମିଳିଛି ଯେ ସିଂହ ଟି ପେଟ୍ରୋଲ ପମ୍ପ ପରିସର ଭିତରେ ବୁଲି ଚାଲିଯାଠିବା ସମୟରେ ଜେନ ବ୍ୟକ୍ତି ଏହି ଦୃଶ୍ୟକୁ ଶୁଟ୍ କରିଥିଲେ। ଦାବି କରା ଯାଉଛି ଯେ ଏହା ଭୁବନେଶ୍ବରର ଏକ ସ୍ଥାନର ଘଟଣା ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ଭୁବନେଶ୍ବରର ମେଣ୍ଢାଶାଳର ଦୃଶ୍ୟ ନୁହେଁ […]

Continue Reading

ରାସ୍ତା ଯାଞ୍ଚ କରୁଥିବା ଯମଙ୍କର ଭିଡିଓ କର୍ଣ୍ଣାଟକାର ଅଟେ, ଗୁଜରାଟର ନୁହେଁ।

ସୋସିଆଲ ମିଡିଆରେ ଏକ ଭିଡିଓ ଦିନକୁ ଦିନ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବ୍ୟକ୍ତି ଯମରାଜଙ୍କ ପୋଷାକରେ ଏବଂ ଚିତ୍ରଗୁପ୍ତଙ୍କ ପୋଷାକରେ ଅନ୍ୟ ଜଣେ ବ୍ୟକ୍ତି ଜଟିଳ ରାସ୍ତା ଯାଞ୍ଚ କରୁଛନ୍ତି। ଏହି ଭିଡିଓରେ ଅନ୍ୟ ଅନେକ ଲୋକ ଭୂତ ଡ୍ରେସ ପିନ୍ଧିଥିବାର ନଜର ଆସିଛନ୍ତି। ଭିଡିଓ ସେୟାର କରି ଦାବି ହେଉଛି ଯେ ଏହି ଭିଡିଓ ଗୁଜରାଟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ଫାଇଲ ଯେ ଭିଡିଓକୁ ବିନା ସଠିକ୍ ପ୍ରସଙ୍ଗ ସହିତ […]

Continue Reading

ସମୁଦ୍ରରେ ଫସି ରହିଥିବା ଡଙ୍ଗାର ଏକ ପୁରୁଣା ଭିଡିଓକୁ ବିପର୍ଯ୍ୟୟ ବାତ୍ୟା ସମୟର ଦୃଶ୍ୟ ଦାବି ସହିତ ଭାଇରାଲ କରା ଯାଉଛି।

ଦେଶର ପଶ୍ଚିମ ଉପକୂଳରେ ଆସିଥିବା ବିପର୍ଯ୍ୟୟ ବାତ୍ୟା ଗୁଜୁରାଟ ସହିତ ଅନ୍ୟ କିଛି ରାଜ୍ୟକୁ ମଧ୍ୟ ପ୍ରଭାବୁତ କରିଛି। ଲୋକଙ୍କ ସୁରକ୍ଷା ପାଇଁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରା ଯାଇଥିଲା। ଏହି ବାତ୍ୟା ଜଡିତ ଅନେକ ପୋଷ୍ଟ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି।  ଏପରି ଏକ ଭିଡିଓରେ ଦେଖିବାକୁ ମିଳିଛି ଯେ ବାତ୍ୟା ସମୟରେ ସମୁଦ୍ରରେ ଏକ ଡଙ୍ଗା ଫସି ରହିଥିବା ସମୟରେ ଗୋଟିଏ ହେଲିକପ୍ଟରରୁ ଏହି ଦୃଶ୍ୟର ଭିଡିଓ ନିଆଯାଇଛି। ଦାବି […]

Continue Reading

କ’ଣ ଏହି ଭିଡିଓ ଗୁଜରାଟରେ ଘଟିଥିବା ବିପର୍ଯୟ ବାତ୍ୟାର ଦୃଶ୍ୟ? ଜାଣନ୍ତୁ ସତ୍ୟ। 

ବର୍ତ୍ତମାନ ସୋସିଆଲ ମିଡିଆରେ ବିପର୍ଯୟ ବାତ୍ୟା ନେଇ ଅନେକ ପୋଷ୍ଟ ଏବଂ ଭିଡିଓ ଭାଇରାଲ ହେଉଥିବା ଦେଖିବାକୁ ମିଳିଛି। ଏହା ମଧ୍ୟରୁ ଗୋଟିଏ ଭିଡିଓରେ ଦେଖିବାକୁ ମିଳିଛି ଯେ ଏକ ଦମ୍ପତ୍ତି ବାଇକରେ ଯାଉଥିବା ସମୟରେ ବାତ୍ୟାରେ ଫସି ରହିଛନ୍ତି। ଦାବି କରା ଯାଉଛି ଯେ ଏହି ଭିଡିଓ ବାତ୍ୟା ବିପର୍ଯୟ ସମୟରେ ଗୁଜରାଟର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହା ୨୦୨୧ ମସିହାରେ ଗୁଜୁରାଟରେ ଆସିଥିବା ତାଉତେ ବାତ୍ୟାର […]

Continue Reading

କ’ଣ ଏହି ଭିଡିଓରେ ଇଡି ଗୁଜରାଟର ଆମ୍ ଆଦାମୀ ପାର୍ଟି ନେତା ଶେଖର ଅଗ୍ରୱାଲଙ୍କ ଘରେ ରେଡ୍ କରୁଛି? ଜାଣନ୍ତୁ ସତ୍ୟ।

ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ କିଛି ଅଧିକାରୀ ଏକ ସ୍ଥାନରେ ରେଡ୍ କରି ଅନେକ ନଗଦ ଜବତ କରିଛନ୍ତି ଏବଂ ସେମାନେ ଜବତ କରା ଯାଇଥିବା ନଗଦର ଗଣନା କରୁଛନ୍ତି। ଏହି ଭିଡିଓ ଭାଇରାଲ କରି ଦାବି କରା ଯାଉଛି ଯେ ରେଡର ଏହି ଦୃଶ୍ୟ ଗୁଜୁରାଟ ଆମ୍ ଆଦମୀ ପାର୍ଟି ନେତା ଶେଖର ଅଗ୍ରୱାଲଙ୍କ ଘରର ଅଟେ।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଭାଇରାଲ ଦାବିକୁ ମିଥ୍ୟା ବୋଲି ପାଇଲା। ଏହି […]

Continue Reading

ଗୁଜରାଟରେ ଗତ ୫ ବର୍ଷରେ ୪୦,୦୦୦ ମହିଳାଙ୍କ ନିଖୋଜ ହୋଇଥିବା ବିଷୟରେ ସତ୍ୟତା ଜାଣନ୍ତୁ।

ନିକଟରେ ଗୁଜୁରାଟରୁ ନିଖୋଜ ମହିଳାଙ୍କ ବିଷୟରେ ଏକ ସୂଚନା ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଗତ ୫ ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଥିବା ଦାବି ହେଉଛି। ଗତ 5 ବର୍ଷ ମଧ୍ୟରେ ଗୁଜୁରାଟରୁ ୪୧ ହଜାର ମହିଳା ନିଖୋଜ ହୋଇଯାଇଛନ୍ତି ବୋଲି ଏନସିଆରବି ର ଏକ ରିପୋର୍ଟ କହିଛି।  କିନ୍ତୁ ଫ୍ୟାକ୍ଟ କ୍ରିଷେଣ୍ଡୋ ଜାଣିବାକୁ ପାଇଲା ଯେ ଏହି ସୂଚନା ନେଇ ସୋସିଆଲ ମିଡିଆରେ ସମ୍ପୁର୍ଣ୍ଣ ତଥ୍ୟ ଦର୍ଶାଅ […]

Continue Reading

କ’ଣ ଜଣେ ପରିଜନଙ୍କ ମୃତ୍ୟୁ ପରେ ଗୁଜରାଟ ବିଧାୟକ ହାର୍ଦିକ ପଟେଲ ଶୁଦ୍ଧିକ୍ରିୟା ନିମନ୍ତେ ଲଣ୍ଡା ହେଇଛନ୍ତି? ଜାଣନ୍ତୁ ସତ୍ୟ।

ନିକଟରେ ପିଏମ ମୋଦୀଙ୍କ ମା’ଙ୍କ ଦେହାନ୍ତ ପରେ ସୋସିଆଲ ମିଡିଆ ବ୍ୟବହାରକାରୀମାନେ ତାଙ୍କ ଲଣ୍ଡା ନହେବା ନେଇ ଅଭିଯୋଗ ଲଗାଇଛନ୍ତି। ମୋଦୀଙ୍କ ସମର୍ଥକଙ୍କ ପରିହାସ କରି କୁହା ଯାଉଛି ଯେ ଗୁଗରାଟରେ ପରିଜନଙ୍କ ଦେହାନ୍ତ ପରେ ଲଣ୍ଡା ହେବା ଏକ ନିୟମ ନୁହେଁ। ଏହି ପ୍ରସଙ୍ଗରେ ବିଜେପି ବିଧାୟକ ହାର୍ଦିକ ପଟେଲଙ୍କ ଲଣ୍ଡା ହେଉଥିବା ଗୋଟିଏ ଫୋଟୋ ଭାଇରାଲ କରି ଦାବି କରା ଯାଉଛି ଯେ ସେ ନିଜ ପରିଜନଙ୍କ ମୃତ୍ୟୁ ପରେ ଲଣ୍ଡ ହେଉଛନ୍ତି।  କିନ୍ତୁ […]

Continue Reading

ଗୁଜୁରାଟର ବନାସ୍କାନ୍ତରେ ବ୍ରିଜ ଭାଙ୍ଗିବା ସମୟରେ ଏକ କ୍ଲିପକୁ ମିଥ୍ୟା ଦାବିରେ ଭାଇରାଲ କରାଯାଉଛି। 

ଗୁଜୁରାଟ ନିର୍ବାଚନ ପରେ ବ୍ରିଜ ଭୁଶୁଡ଼ିବାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଦେଖାଯାଉଛି ଯେ ଜେସିବି ବ୍ରିଜରେ ଠିଆ ହୋଇଛି। କିଛି ସମୟ ପରେ ସେ ଭୁଶୁଡି ପଡିଲା।  କିଛି ସୋସିଆଲ ମିଡିଆ ୟୂଜର ଏହି ଦାବି କରୁଛନ୍ତି ଯେ, ଗୁଜୁରାଟର ବନାସ୍କାନ୍ତରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡି ପଡିଛି। ଏହାର ନିର୍ମାଣ କାର୍ଯ୍ୟ ଏପର୍ଯ୍ୟନ୍ତ ଶେଷ ହୋଇନାହିଁ।  Mukesh Agarwal Munna ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ […]

Continue Reading

ସୁରଟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ ସୋ’ରେ ‘କେଜ୍ରିୱାଲ’ ସ୍ଲୋଗାନ ଉଠାଯାଇ ନାହିଁ; ଭାଇରାଲ୍ ଭିଡିଓ ଏଡିଟ୍ କରା ଯାଇଛି।

ଗୁଜୁରାଟ ବିଧାନସଭା ନିର୍ବାଚନରେ ​​2022 ରେ ନେତାଙ୍କ ଭାଷଣ ଏବଂ ରେଲି ଚରମ ସୀମାରେ ପହଞ୍ଚିଛି। ସେମାନଙ୍କ ସହ ଜଡିତ ଅନେକ ନକଲି ଦାବି ସୋସିଆଲ ମିଡିଆରେ ଭାଇରାଲ ହେଉଛି। ବର୍ତ୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ରୋଡ୍ ସୋ’ର ଭିଡିଓ ବହୁତ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି। ଏହି ଭିଡିଓ ମାଧ୍ୟମରେ ଉପଭୋକ୍ତାମାନେ ଦାବି କରିଛନ୍ତି ଯେ ସୁରଟରେ ପ୍ରଧାନମନ୍ତ୍ରୀଙ୍କ ରୋଡଶୋରେ ‘କେଜ୍ରିୱାଲ’ଙ୍କ ସମର୍ଥନରେ ନାରା ଦିଆଯାଇଛି। ଭିଡିଓରେ ରୋଡ ସୋରେ ଉପସ୍ଥିତ ସମର୍ଥକମାନେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ […]

Continue Reading

ଗୁଜୁରାତରେ ପ୍ରଧାନମନ୍ତ୍ରୀଙ୍କ ରାଲିରେ ଭାଷଣ ଦେବା ସମୟରେ ପେଣ୍ଡାଲ ଖାଲି ଥିଲା କି?

ଚଳିତ ବର୍ଷ ଡିସେମ୍ବରରେ ଗୁଜୁରାଟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି, ଯେଉଁ କାରଣରୁ ସମସ୍ତ ରାଜନତିକ ଦଳର ନେତାମାନେ ନିର୍ବାଚନ ରାଲିରେ ଏକାଠି ହୋଇଛନ୍ତି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦୀ ମଧ୍ୟ ତିନି ଦିନିଆ ଗୁଜୁରାଟ ଗସ୍ତରେ ଯାଇଥିଲେ। ତାଙ୍କ ଗସ୍ତ ସମୟରେ ଆୟୋଜିତ ଏକ ରାଲିର ଏକ ଭିଡିଓ ଇଣ୍ଟରନେଟରେ ଭାଇରାଲ ହେଉଛି। ପ୍ରଧାନମନ୍ତ୍ରୀଙ୍କ ନିର୍ବାଚନ ରାଲିରେ କୌଣସି ଲୋକ ନାହାଁନ୍ତି ଏବଂ ପେଣ୍ଡାଲ ଖାଲି ପଡ଼ିଥିଲା ବୋଲି ଦାବି କରାଯାଉଛି। Praful Kumar Patra […]

Continue Reading