କ’ଣ ଉତ୍ତରପ୍ରଦେଶର ଯୋଗୀ ସରକାର ବର୍ତ୍ତମାନ ଗୋବର୍ଦ୍ଧନ ପର୍ବତ ବିକ୍ରି କରୁଛନ୍ତି? ଜାଣନ୍ତୁ ସତ୍ୟ।

ମୋଦୀ ସରକାର ଅନେକ କମ୍ପାନୀର ଘରୋଇକରଣ କରିଥିବା ବିଷୟରେ ଆମେ ଅନେକ ଖବର ଶୁଣିଛୁ। ସରକାରର ଏହି ନିଷ୍ପତ୍ତି କାରଣରୁ ଲୋକେ ଦାବି କରୁଛନ୍ତି ଯେ ମୋଦୀ ସରକାର ଦେଶର ଅନେକ କମ୍ପାନୀ ଗୁଡିକକୁ ବିକ୍ରୟ କରୁଛନ୍ତି। ଏହି ପରିପ୍ରେକ୍ଷୀରେ ସୋସିଆଲ ମିଡିଆରେ ଏକ ଖବରକାଗଜର କ୍ଲିପ୍ ଭାଇରାଲ ହେବାରେ ଲାଗିଛିଯେ ବର୍ତ୍ତମାନ ଯୋଗୀ ସରକାର ମଧ୍ୟ ମଥୁରା ସହରରେ ଅବସ୍ଥିତ ଗୋବର୍ଦ୍ଧନ ପର୍ବତ ବିକ୍ରି କରୁଛନ୍ତି। ଏହି ଖବରକାଗଜର ଶୀର୍ଷକରେ ଲେଖା ଯାଇଛି, “ଗୋବର୍ଦ୍ଧନ ପର୍ବତ […]

Continue Reading