କୋଲକାତାର “ଗୋ ବ୍ୟାକ୍ ମୋଦୀ” CAA ବିରୋଧ ପ୍ରଦର୍ଶନ କୁ ବିହାର ନିର୍ବାଚନ ଦାବିରେ ଭାଇରାଲ କରାଯାଉଛି।
ବିହାର ବିଧାନସଭା ନିର୍ବାଚନ କୁ ନେଇ ସୋସିଆଲ ମିଡିଆରେ ଅନେକ ପୁରୁଣା ଭିଡିଓ ଏବଂ ଫଟୋ ଭାଇରାଲ ହେଉଛି। ଏଥିମଧ୍ୟରେ ଏକ ଫଟୋ ଭାଇରାଲ ହେଉଛି , ଯେଉଁଥିରେ ମୋଦୀ ସରକାର ବିରୋଧରେ ପ୍ରଦର୍ଶନ କରାଯାଉଥିବାର ଦେଖାଯାଉଛି। ଫଟୋରେ ରାସ୍ତାରେ ବିରାଟ ଅକ୍ଷରରେ ଲେଖାଯାଇଥିବା “ଗୋ ବ୍ୟାକ ମୋଦୀ” । ଫୋଟେ ସହ ସେୟାର କରାଯାଉଛି ଯେ ବିହାରର ଭୋଟରମାନେ ମୋଦୀ ସରକାରଙ୍କ ଉପରେ ଅସନ୍ତୋଷ ବ୍ୟକ୍ତ କରୁଛନ୍ତି। ଅନୁସନ୍ଧାନରେ ଆମେ ଭାଇରାଲ ଫଟୋ ବିହାରର ନୁହେଁ […]
Continue Reading