କ’ଣ ଫୋଟୋରେ ଥିବା ଦୃଶ୍ୟ ବର୍ତ୍ତମାନ ଚାମୋଲିରେ ଘଟିଥିବା ପ୍ରଳୟ ପର ଦୃଶ୍ୟ ଅଟେ? ଜାଣନ୍ତୁ ସତ୍ୟ।

ଫେବ୍ରୁଆରି ୭ ତାରିଖ ସକାଳେ ନନ୍ଦାଦେବୀ ଗ୍ଲେସିୟର ଏକ ଅଂଶ ହାଙ୍ଗୀ ଯାଇଥିଲା ଏବଂ ପରବର୍ତ୍ତୀ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା ଯାହା ଦ୍ଵାରା ଅନେକ ଜଳ ବିଦ୍ୟୁତ ଷ୍ଟେସନ, ଘର ଏବଂ ରାସ୍ତା ଧୋଇ ହେଇ ଯାଇଥିଲା। ଏହି ଗ୍ଲେସିୟର ବିସ୍ଫୋରଣ ପରେ ବର୍ତ୍ତମାନ ୨୬ଟି ମୃତ ଦେହ ଉଦ୍ଧାର କରା ଯାଇଅଛି । ୧୭୧ ଜଣ ଲୋକ ନିଖୋଜ ଅଛନ୍ତି।  ଏହା ନେଇ ବର୍ତ୍ତମାନ ସୋସିଆଲ ମିଡିଆରେ ଅନେକ ପୋଷ୍ଟ ଭାଇରାଲ ହେଉଅଛି। ଏହା […]

Continue Reading