ମଦୁରାଇ ଚିତୀରାଇ ପର୍ବର ଭିଜୁଆଲକୁ 2022 ପୁରି ରଥ ଯାତ୍ରା ଭିଜୁଆଲ୍ ଦାବିରେ ଭାଇରାଲ କରାଯାଉଛି।
ପୁରୀରେ ଜଗନ୍ନାଥଙ୍କ ରଥ ଯାତ୍ରାର ଭିଜୁଆଲ ଦାବିରେ ଏକ ଭିଡିଓ ସୋସିଆଲ ମିଡିଆରେ ବ୍ୟାପକ ପ୍ରସାରିତ ହୋଇଛି ଯେଉଁଥିରେ ବହୁ ସଂଖ୍ୟାରେ ଲୋକ ରଥ ଟାଣୁଥିବାର ନଜର ଆସୁଛନ୍ତି। ରଥ ଯାତ୍ରା ଏକ ରଙ୍ଗୀନ ପର୍ବ, ଯାହା ଦେଶର ବିଭିନ୍ନ ସ୍ଥାନ ତଥା ବିଦେଶରୁ ଲକ୍ଷ ଲକ୍ଷ ଭକ୍ତଙ୍କୁ ପ୍ରତିବର୍ଷ ଜୁନ୍-ଜୁଲାଇରେ ପୁରୀକୁ ଆକର୍ଷିତ କରିଥାଏ। Rajesh Sahoo Swarnkar ନାମକ ଜଣେ ଫେସବୁକ ୟୁଜର ଭାଇରାଲ ଭିଡିଓ ପୋଷ୍ଟ କରିଛନ୍ତି। ପୋଷ୍ଟରେ ଦାବି କରାଯାଇଛି ଯେ, […]
Continue Reading