ରାହୁଲ ଗାନ୍ଧୀ ଉଦୟପୁରର ଟେଲର କାନହୟା ଲାଲଙ୍କ ହତ୍ୟାକାରୀଙ୍କୁ ଛୁଆ ବୋଲି କହିଥିଲେ ?

କଂଗ୍ରେସ ନେତା ତଥା ୱାୟାନାଦ ସାଂସଦ ରାହୁଲ ଗାନ୍ଧୀଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। କେରଳର କଂଗ୍ରେସ ନେତାମାନେ ଶ୍ରୀ ଗାନ୍ଧୀ ଗଣମାଧ୍ୟମକୁ ସମ୍ବୋଧିତ କରୁଥିବା ଦେଖିବାକୁ ମିଳିବ। ଯେଉଁଥିରେ ୟୂଜର୍ସମାନେ ଦାବି କରିଛନ୍ତି ଯେ, ରାହୁଲ ଖାଁ କହୁଛି କହ୍ନେୟା ଲାଲ୍ ଙ୍କ ହତ୍ୟାକାରୀ ହେଉଛନ୍ତି ନିରୀହ ଛୁଆ ଗୁଡ଼ାକ ଯେଉଁ ମାନେ ଆବେଗରେ ଭାସି ଏହି ଜଘନ୍ୟ ଅପରାଧ କରିଛନ୍ତି।  ତେବେ ରାହୁଲ ଗାନ୍ଧୀଙ୍କ ଏହି ଭିଡିଓକୁ ଭାଇରାଲ କରି ତାଙ୍କ […]

Continue Reading

ସ୍ତ୍ରୀ ବିୟୋଗ ପରେ ପ୍ରଫେସର ଜଣକ ନିଜ ଛୁଆକୁ ସମ୍ଭାଳିବା ସହ ପାଠ ପଢ଼ାଉଛନ୍ତି ?

ସୋସିଆଲ ମିଡିଆରେ ଏକ ଫଟୋ ଭାଇରାଲ ହେଉଛି। ଯେଉଁଥିରେ ଜଣେ ବ୍ୟକ୍ତି ଛୁଆକୁ ଧରି ପାଠ ପଢ଼ାଉଥିବାର ଦେଖାଯାଉଛନ୍ତି। ପୋଷ୍ଟରେ ଦାବି କରାଯାଉଛି ଯେ, ପ୍ରଫେସର ଜଣକ ସ୍ତ୍ରୀ ବିୟୋଗ ପରେ ଶିକ୍ଷାଦାନ ସହିତ ମାତା ପିତାର କର୍ତ୍ତବ୍ୟ ପୂର୍ଣ କରୁଛନ୍ତି। ଆମ ଅନୁସନ୍ଧାନରେ ଭାଇରାଲ ପୋଷ୍ଟ ସହ କରାଯାଇଥିବା ଦାବି ମିଥ୍ୟା ପ୍ରମାଣିତ ହେଲା।  6 ଫେବୃଆରିରେ Kendujhar Local News ନାମକ ଜଣେ ଫେସବୁକ ୟୁଜର ତାଙ୍କ ଆକାଉଣ୍ଟରେ ଭାଇରାଲ ଫୋଟୋ ପୋଷ୍ଟ କରିଛନ୍ତି। […]

Continue Reading